ଉପକାରିତା କଲରା

ଉପକାରିତା କଲରା

ରକ୍ତକୁ ସଫା କରେ କଲରା । ବିଭିନ୍ନ ଆୟୁର୍ବେଦରେ କଲରାରେ ଅନେକ ଉପକାର ମଧ୍ୟ ରହିଛି । କଲରା ପିତା ଯୋଗୁ ଏହାକୁ ଖାଇବାକୁ ସମସ୍ତଙ୍କୁ ପସନ୍ଦ ଆସିନଥାଏ । କଲରାରେ ଭରପୂର ଭିଟାମିନ ସହ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି ।

କଲରାରେ ପୋଟାସିୟମ ଥାଏ ଯାହା ଶରୀରର ବ୍ଲଡପ୍ରେସର ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ । କଲରାକୁ ଖାଇବା ଦ୍ୱାରା ନ୍ୟରୋଟ୍ରାନ୍ସମିସନ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରେ । ଡାଇନେଟିସକୁ କଣ୍ଟୋକ କରେ କଲରା । କଲରାରେ ପଲିପେପ୍ଟାଇଡ ଅଛି ଯାହା ଶରୀରରେ ବ୍ଲଡ୍ ସୁଗାରକୁ କଣ୍ଟ୍ରୋକ କରିବାରେ ଇନସୁଲିନ ପରି କାମ କରେ ।

author

Related Articles

Leave a Reply

Your email address will not be published. Required fields are marked *