ଭାଇଚାରାର ସହର କଟକ

ଭାଇଚାରାର ସହର କଟକ

ଭାଇଚାରାର ସହର କଟକ । ଭାଇଚାରା ସଂପର୍କକୁ ଅତୁଟ ରଖିଛନ୍ତି କଟକବାସୀନ୍ଦା । କଟକ ସୂତହାଟରେ ସବୁବର୍ଷ ମାଆଙ୍କ ଚାନ୍ଦିମେଢ ଶୋଭାପାଏ । କଟକର ଶେଖ୍ ଲିଆକତ ଉଦ୍ଦିନ ଅହମ୍ମଦ । ମାଆଙ୍କ ଆଖି ସୁନା ହୋଇଥିବାବେଳେ ଆଭୂଷଣ ଓ ଗହଣା ରୂପାରେ ତିଆରି କଟକ ସୂତାହାଟ ଦୁର୍ଗାପୂଜା ପାଇଁ ସହାୟତାର ହାତ ବଢାଇଛନ୍ତି ଶେଖ୍ ଲିଆକତ । ପୂଜାରେ ମାଙ୍କ ଗହଣା ଦେବୀ ଦୁର୍ଗାଙ୍କ ଶୋଭାକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହି ପୂଜାରେ ଗହଣାକୁ ନେଇ ଏକ ବଡ ସମସ୍ୟା ଦେଖା ଦେଇଥିଲା । ପୁରୁଣା ଟଙ୍କା ମିଳିନଥିବାରୁ ପୂଜା କମିଟିର ଜଣେ କର୍ମକର୍ତ୍ତା ଗହଣା ଦେବିନାହିଁ ବୋଲି ମନା କରିଦେଇଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଶେଷରେ ଶେଖ୍ ଲିଆକତ ଟଙ୍କା ଦେବାକୁ ରାଜି ହୋଇ କଟକ ଭାଇଚାରାଙ୍କୁ ଆହୁରି ମଜଭୁତ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *