ଇସ୍ରାଏଲ ଗସ୍ତରେ ବିଟ୍ରେନ ପ୍ରଧାନମନ୍ତ୍ରୀ ରିଷି ସୁନକ

ଇସ୍ରାଏଲ ଗସ୍ତରେ ବିଟ୍ରେନ ପ୍ରଧାନମନ୍ତ୍ରୀ ରିଷି ସୁନକ

ଇସ୍ରାଏଲ-ହମାସ୍ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଲାଣି । ଦିନକୁ ଦିନ ଯୁଦ୍ଧ ଅଧିକ ଜଟିଳ ହେବାରେ ଲାଗିଛି । ଯୁଦ୍ଧ ଯୋଗୁଁ ସାଧାରଣ ଲୋକ ଅନେକ ଅସୁବିଧା ଭୋଗୁଛନ୍ତି । ସେହି ଉପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ । ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇସ୍ରାଏଲ ଗସ୍ତରେ ବିଟ୍ରେନ ପ୍ରଧାନମନ୍ତ୍ରୀ ରିଷି ସୁନକ । ତେଲ ଅବିବରେ ପହଞ୍ଚିବେ ସୁନକ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲରେ ପହଞ୍ଚିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ବାଇଡେନଙ୍କ ଗସ୍ତ ପରେ ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଇସ୍ରାଏଲରେ ପହଞ୍ଚିବେ ।

author

Related Articles

Leave a Reply

Your email address will not be published. Required fields are marked *