ପୁରୀରେ କିଶୋର ଜେନାଙ୍କ ଭବ୍ୟ ସ୍ୱାଗତ

ପୁରୀରେ କିଶୋର ଜେନାଙ୍କ ଭବ୍ୟ ସ୍ୱାଗତ

ଏସିଆନ ଗେମ୍ସରେ ଜାଭଲିନ ଥ୍ରୋ କରି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଜେତା କିଶୋର ଜେନାଙ୍କୁ ପୁରୀରେ ଭବ୍ୟ ସ୍ୱାଗତ କରାଯାଇଛି ।  ଜାଭଲିନ ଥ୍ରୋ କରି ରୌପ୍ୟ ପଦକ ହାସଲ କରିଛନ୍ତି କିଶୋର । ଆଜି ବ୍ରହ୍ମଗିରି ସ୍ଥିତି କୋଠସାହି ଯିବେ କିଶୋର ଜେନା । ତେଣୁ ପ୍ରଥମେ ପୁରୀ ଯାଇ ଆର୍ଶୀବାଦ ନେଇଛନ୍ତି । ପୁରୀର ମଙ୍ଗଳହାଟରେ ପହଞ୍ଚିବା ପରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କିଶୋର ଜେନାଙ୍କୁ ସ୍ୱାଗତ କରିଥିଲେ ଏବଂ ଅନେକ ଯୁବକ କିଶୋର ଜେନାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *