ହାତୀ ସୁରକ୍ଷା କରିବ ‘ଗଜ ଉତ୍ସବ’

ହାତୀ ସୁରକ୍ଷା କରିବ ‘ଗଜ ଉତ୍ସବ’

ରାଜ୍ୟ ସରକାର ଓ ୱାଇଲ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ହାତୀଙ୍କ ସୁରକ୍ଷା ପାଇଁ ଗଜ ଉତ୍ସବ ପାଳନ କରାଯାଇଛି । ରାଜ୍ୟର ହାତଗଣତି ଉପକୂଳବର୍ତ୍ତୀ ଜିଲ୍ଲାକୁ ଛାଡିଲେ ଅନ୍ୟ ସବୁ ଜିଲ୍ଲାରେ ହାତୀ ଅଛନ୍ତି । ତେବେ ଓଡିଶାର ରାଜାଙ୍କୁ ଗଜପତି କୁହାଯାଉଥିବାରୁ ଓଡିଶାରେ ହାତୀଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ । ଗଜଉତ୍ସବ ଭଳି କାର୍ଯ୍ୟକ୍ରମ କରାଯିବା ଦ୍ୱାରା ମଣିଷ ଓ ହାତୀଙ୍କ ମଧ୍ୟରେ ଯେଉଈ ଲଢେଇ ଚାଲିଛି ତାହାକୁ କମ କରାଯାଇପାରିବ । ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ୱାଇଲ ଲାଇଫ୍ କରିଡର ରେ ଓଭରପାସ୍‌, ଅଣ୍ଡରପାସ୍‌, ବିଜ୍ର ଆଦିର ନିର୍ମାଣ ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବା ଆବଶ୍ୟକ ।

author

Related Articles

Leave a Reply

Your email address will not be published. Required fields are marked *