ସ୍ତନ କର୍କଟ ସଚେତନତା କାର୍ଯ୍ୟ ….

ସ୍ତନ କର୍କଟ ସଚେତନତା କାର୍ଯ୍ୟ ….

ଶୈଳବାଳା ମହିଳା ମହାବିଦ୍ୟାଳୟର ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ବୁଧୁବାର ଅଧକ୍ଷ ଡ଼.ଗାୟତ୍ରୀ ବିଶ୍ଵାଳ ଅଧକ୍ଷତରେ ଅନୁଷ୍ଠିତ ହୋଇସାରିଛି | ମହାବିଦ୍ୟାଳୟରେ ଓ କ୍ରିୟା ଫାଉଂଡେସନର ମିଳିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଆସୋସିଏଟ ପ୍ରଫେସର ଡ଼.ପ୍ରଶାନ୍ତ ପରିଡା ,ଡ଼.ଲୁସି ପଟନାୟକ ଯୋଗଦେଇ ସ୍ତନ କର୍କଟ ବିଷୟରେ ଆଲୋକପାତ କରିଥିଲେ | ମହାବିଦ୍ୟାଳୟର ପ୍ରଶାସନ ଅଧିକାରୀ ଡ଼.ପ୍ରଶାନ୍ତ କୁମାର ସାମନ୍ତରାୟ .ଡ଼.ମେନକାରନି ସାହୁ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ

author

Related Articles

Leave a Reply

Your email address will not be published. Required fields are marked *