ବର୍ଷାରେ ଭିଜିବ ବିଜୟା ଦଶମୀ

ବର୍ଷାରେ ଭିଜିବ ବିଜୟା ଦଶମୀ

ବର୍ଷାରେ ଭିଜିବ ବିଜୟା ଦଶମୀ । ବର୍ଷାରେ ଆରମ୍ଭ ହେବାକୁ ଯାଉଛି ଦଶହରା ପୂଜା ।ପାର୍ବଣରେ ଭିଜାଇବ ବର୍ଷା । ଦଶହରାରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୩ ତାରିଖ ଯାଏଁ ପାଗ ଶୁଖିଲା ରହିପାରେ । ୨୧ ତାରିଖରେ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଅବପାତର ରୂପ ନେଇପାରେ ।

author

Related Articles

Leave a Reply

Your email address will not be published. Required fields are marked *