ବିରାଡି ଦେଉଛି ମୃତ୍ୟୁର ସଙ୍କେତ

ବିରାଡି ଦେଉଛି ମୃତ୍ୟୁର ସଙ୍କେତ

ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ ଭଳି ପୋଷା ଜୀବ ମାନଙ୍କୁ ରଖିଥାନ୍ତି ଏବଂ ସେମାନଙ୍କର ଯତ୍ନ ମଧ୍ୟ ନେଇଥାନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ସେମାନଙ୍କଠାରେ ବିଶେଷ ଧରଣର ଇନ୍ଦ୍ରିୟ ରହିଛି ଯାହା ସେମାନଙ୍କୁ କେତେକ ପୂର୍ବାନୁମାନ କରିବାରେ ସାହାଯ୍ୟ କରିଥାଏ । ଓସ୍କାର ନାମକ ଏକ ବିରାଡି ଏହି ଗୁଣ ପାଇଁ ଚର୍ଚ୍ଚିତ । ମାତ୍ର 6ମାସ ବୟସରେ 2005 ମସିହାରେ ଆମେରିକାର ଏକ ନର୍ସିଂ ହୋମରେ ପୋଷ୍ୟ ଭାବରେ ରଖାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଲା ମୃତ୍ୟୁର ପୂର୍ବାନୁମାନ କରିପାରୁଥିବା ବିରାଡିଟି ଯେଉଁ ରୋଗୀର କୋଳକୁ ଡେଉଁଥିଲା ତାର କିଛି କ୍ଷଣ ପରେ ମୃତ୍ୟୁ ହୋଇଯାଉଥିଲା । ପ୍ରଥମେ ଏ ବାବଦରେ ଡାକ୍ତରମାନେ ଜାଣି ପାରୁନଥିଲେ ଏପରି 20ଥର ହେବା ପରେ ଓସ୍କାରର ଏହି ଗୁଣ ବିଷୟରେ ଜାଣି ପାରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *