ମାଆଙ୍କ ସପ୍ତମୀ ପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର

ମାଆଙ୍କ ସପ୍ତମୀ ପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର

ପୂଜା ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକ । ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଭୁବନେଶ୍ୱର ।

ଏହା ସହ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହେଲାଣି ଗାଁଠୁ ସହର । ସମସ୍ତ ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପମାନଙ୍କରେ ଆଜି ସପ୍ତମୀ ପୂଜା କରାଯାଉଛି । ବେଲଗଛ ମୂଳେ ପୂଜା କରିବା  ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି ପୂଜାରୀ । ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ ଏବଂ ଏହାପରେ ପୂଜା ଆରମ୍ଭ ହେବ । ରବିବାର ଅଷ୍ଟମୀ ପୂଜା ସହ ବ୍ରତପୂଜା କରିବାର ବିଧି ଓ ପରମ୍ପରା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *