ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ

ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ । ନିଜ ବେଡରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଛନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । କ୍ରେମଲିନରେ ତାଙ୍କ ଚିକିତ୍ସା ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ତେବେ କ୍ରେମଲିନ୍ ପକ୍ଷରୁ ପୁଟିନଙ୍କ ହୃଦଘାତ ବାବଦରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *