ପଦ୍ମଶ୍ରୀ ହଳଧର ନାଗଙ୍କ ନିଆରା ବେଶ

ପଦ୍ମଶ୍ରୀ ହଳଧର ନାଗଙ୍କ ନିଆରା ବେଶ

ପଦ୍ମଶ୍ରୀ ହଳଧର ନାଗଙ୍କ ନିଆରା ବେଶ । ଲଙ୍କେଶ୍ୱରୀ ବେଶରେ ହଳଧର । ପଦ୍ମପୁରର ଘେସଁରେ ଚାଲିଥିବା ଦୁର୍ଗା ପୂଜା ଅବସରରେ ହଳଧର ନାଗଙ୍କ ନିଆରା ବେଶଟି ଦେଖିବାକୁ ମିଳିଥିଲା । ଲଙ୍କେଶ୍ୱରୀ ବେଶରେ ସହର ପରିଭ୍ରମଣ କରିଥିଲେ । ପୂରାଣ ଅନୁଯାୟୀ ଯେତେବେଳେ ମାତା ସୀତାଙ୍କୁ ଠାବ କରିବା ପାଇଁ ଶ୍ରୀରାମ ହନୁମାନଙ୍କୁ ଲଙ୍କାକୁ ପଠାଇଥିଲେ ସେତେବେଳେ ହନୁମାନ ଲଙ୍କାକୁ ପ୍ରବେଶ କରିବା ସମୟରେ ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ନିଜେ ପ୍ରକଟ ହୋଇ ହନୁମାନଙ୍କୁ ଲଙ୍କାକୁ ପ୍ରବେଶକୁ ବାଧା ଦେବା ପାଇଁ ତାଙ୍କ ସହ ଯୁଦ୍ଧ କରିଥିଲେ ଏବଂ ହନୁମାନଙ୍କ ଠାରୁ ପରାସ୍ତ ହୋଇଥିଲେ । ପଦ୍ମଶ୍ରୀଙ୍କ ଏହି ଅଭିନୟ ଲୋକମାନଙ୍କୁ ମନୋଞ୍ଜନ ଖୋରାକ ଯୋଗାଇବା ସହ ଆକୃଷ୍ଟ ମଧ୍ୟ କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *