ଆସନ୍ତାକାଲି ଚନ୍ଦ୍ରଗ୍ରହଣ କେତେବେଳେ ଆରମ୍ଭ କେତେବେଳେ ସର୍ବମୋକ୍ଷ ?

ଆସନ୍ତାକାଲି ଚନ୍ଦ୍ରଗ୍ରହଣ କେତେବେଳେ ଆରମ୍ଭ କେତେବେଳେ ସର୍ବମୋକ୍ଷ ?

ଅପରାହ୍ନ ୪ଟା ୪ ମିନିଟ୍ ୫୫ ସେକେଣ୍ଡରୁ ପାକତ୍ୟାଗ
ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ
ଗ୍ରହଣର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ
ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷେଧ
ଗ୍ରହଣ ସ୍ପର୍ଶ ସମୟ ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡ
ଗ୍ରହଣ ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ
ଗ୍ରହଣର ଅବଧି ୧ଘଂଟା ୧୯ ମିନିଟ୍ ୭ ସେକେଣ୍ଡ

author

Related Articles

Leave a Reply

Your email address will not be published. Required fields are marked *