ଗିରଫ ହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ

ଗିରଫ ହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ

ରାଜ୍ୟର ଗଣ ବଣ୍ଟନ ବ୍ୟବସ୍ଥାରେ ହୋଇଥିବା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ଗିରଫ କରିଛି ଇଡି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦୀର୍ଘ 20 ଘଣ୍ଟା ଧରି ତାଙ୍କର ପ୍ରାୟ 8ଟି ଠିକଣାରେ ଚଢଉ କଲାପରେ ତାଙ୍କୁ ଗିରଫ କରିଥିଲେ । ତାଙ୍କୁ ଆଜି କୋର୍ଟରେ ହାଜର କରିବା ସମୟରେ ସେ ବେହୋସ ହୋଇପଡିଥିଲେ । କୋର୍ଟ ତାଙ୍କୁ ନଭେମ୍ବର 6 ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇ ଦେଇଛି । ସେ ରାଜ୍ୟର ଦ୍ୱିତୀୟ ମନ୍ତ୍ରୀ ଭାବେ ଇଡି ଦ୍ୱାରା ଗିରଫ ହୋଇଛନ୍ତି । ମଲ୍ଲିକଙ୍କ ସମ୍ପତ୍ତି ଉପରେ ଇଡି ଚଢାଉ ଏବଂ ତାଙ୍କ ଗିରଫକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି ।  

author

Related Articles

Leave a Reply

Your email address will not be published. Required fields are marked *