2023 ଅକ୍ଚୋବରରେ ସର୍ବାଧିକ ଜିଏସଟି ଆଦାୟ

2023 ଅକ୍ଚୋବରରେ ସର୍ବାଧିକ ଜିଏସଟି ଆଦାୟ

ଜିଏସଟି ଆଦାୟ କରି ରେକର୍ଡ କରିଛନ୍ତି ସରକାର ।  2017 ଜୁଲାଇ ପହିଲାରୁ ଜିଏସଟି ଲାଗୁ ହୋଇଥିଲା । ଲାଗୁ ହେବା ଦିନଠାରୁ 2023 ଅକ୍ଟୋବରର ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ଅକ୍ଟୋବର ମାସ ପାର୍ବଣ ଋତୁରେ ଜିଏସଟି ଆଦାୟରେ ସରକାର ରେକର୍ଡ କରିଛନ୍ତି । ଅକ୍ଟୋବର ମାସରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି ।  ଅକ୍ଟୋବର ୨୦୨୦ ତୁଳନାରେ ଅକ୍ଟୋବର ୨୦୨୩ ରେ ୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *