ଆଜି କାର୍ତ୍ତିକ ମାସ ଦ୍ୱିତୀୟ ସୋମବାର ଚଳଚଂଚଳ ଶୈବ ପୀଠ

ଆଜି କାର୍ତ୍ତିକ ମାସ ଦ୍ୱିତୀୟ ସୋମବାର ଚଳଚଂଚଳ ଶୈବ ପୀଠ

ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ପ୍ରତ୍ୟେକ ଶୈବ ପୀଠ ଏଥିପାଇଁ ଚଳଚଂଚଳ ହୋଇଛି । ମହାପ୍ରଭୁ ଧବଳେଶ୍ୱର , ଲିଙ୍ଗରାଜ କ୍ଷେତ୍ରରେ ଭକ୍ତଙ୍କ ସମାଗମ ବେଶ ଅଧିକା ରହିଛି । ଦୂରଦୂରାନ୍ତରୁ ଏଠାକୁ ଛୁଟୁଛି ଭକ୍ତଙ୍କ ସୁଅ ।ଏହାସହ ହବିଷ୍ୟାଳିଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ଅନ୍ୟ ଶୈବପୀଠମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *