ନ୍ୟାୟ ଦାବିରେ ଏସିଡ ପୀଡିତା

ନ୍ୟାୟ ଦାବିରେ ଏସିଡ ପୀଡିତା

ରାଜଧାନୀରେ ନ୍ୟାୟ ପାଇଁ ଓହ୍ଲାଇଛନ୍ତି ଏସିଡ ପୀଡିତା । ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ ପୀଡିତାମାନେ ନୀରବ ପ୍ରତିବାଦ କରିଛନ୍ତି । କିଏ ପାରିବାରିକ ହିଂସାର ଶିକାର ହୋଇଛି ତ ଆଉ କିଏ ନିଶା ବିରୋଧରେ ସ୍ୱର ଉଠାଇ ଦୁର୍ବୃତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଏସିଡ୍ ମାଡ କରି ଦୁର୍ବୃତ୍ତ ଫେରାର ଥିବାବେଳେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏସିଡ୍ ପୀଡିତା । ବନ୍ଦ ହୋଇ ପଡିଥିବା ମାମଲାର ଯାଞ୍ଚ କରିବାକୁ ଦାବି କରିଛନ୍ତି । କିପରି ସେଇ ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *