ଭୁଲ ମାଗିଲେ ନିତୀଶ କୁମାର, ମହିଳାଙ୍କ ଉଦ୍ଦେଶ୍ୟରେ ବୟାନ ପଡିଲା ମହଙ୍ଗା

ଭୁଲ ମାଗିଲେ ନିତୀଶ କୁମାର, ମହିଳାଙ୍କ ଉଦ୍ଦେଶ୍ୟରେ ବୟାନ ପଡିଲା ମହଙ୍ଗା

ଭୁଲ ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ମହିଳାଙ୍କ ଉଦ୍ଦେଶ୍ୟରେ ବିବାଦୀୟ ବୟାନବାଜି କରି ଭୁଲ ମାଗିଛନ୍ତି ନିତୀଶ । ମହିଳାଙ୍କ ଉଦ୍ଦେଶ୍ୟରେ କହିଥିବାରୁ ନିତୀଶଙ୍କ ସମସ୍ୟା ବଢିଯାଇଛି ଯାହା ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ନୀତୀଶ କହିଛନ୍ତି, ମୁଁ ତ ମହିଳାଙ୍କ ଶିକ୍ଷା ବିଷୟରେ ଆଲୋଚନା କରିଥିଲି । ଏଭଳି କହୁ କହୁ ସେକ୍ସ ଏଜୁକେସନକୁ ନେଇ ଏଭଳି କହି ଦେଇଥିଲି । ମୋର ବୟାନ ଯଦି କାହାକୁ ଆଘାତ ପହଁଚାଇଛି ତାହାଲେ ମୁଁ କ୍ଷମା ପ୍ରାର୍ଥନା କରୁଛି । ମହିଳାଙ୍କ ଉଦ୍ଦେଶ୍ୟରେ ବିବାଦୀୟ ଦେଇ ସମସ୍ୟା ଘେରରେ ନୀତୀଶ କୁମାର । ବୟାନକୁ ନେଇ ବିବାଦ ତେଜିବାରୁ ଭୁଲ ମାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ନୀତୀଶ କହିଛନ୍ତି, ମୁଁ ତ ମହିଳାଙ୍କ ଶିକ୍ଷା ବିଷୟରେ ଆଲୋଚନା କରିଥିଲି । ଏଭଳି କହୁ କହୁ ସେକ୍ସ ଏଜୁକେସନକୁ ନେଇ ଏଭଳି କହି ଦେଇଥିଲି । ମୋର ବୟାନ ଯଦି କାହାକୁ ଆଘାତ ପହଁଚାଇଛି ତାହାଲେ ମୁଁ କ୍ଷମା ପ୍ରାର୍ଥନା କରୁଛି ।

author

Related Articles

Leave a Reply

Your email address will not be published. Required fields are marked *