ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ

ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ

ଜାମ୍ମୁକାଶ୍ମୀରର ସାମ୍ୱା ଦିଲ୍ଲା ରାମଗଡ ସେକ୍ଟରରେ ଅସ୍ତ୍ରବିରତିକୁ ଉଲ୍ଲଘଂନ କରିଛି ପାକିସ୍ଥାନ । ରାମଗଡ଼ ସେକ୍ଟର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ପରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ବର୍ତମାନ ଆହତ ଯବାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ସେପରି ଜାମ୍ମୁକଶ୍ମୀର ଶୋପିଆଁରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଛି ନିହତ ଆତଙ୍କବାଦୀ ମୈସେର ଅହମଦ ଦାର ଆତଙ୍କବାଦୀ ସଙ୍ଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଂଟ’ ସହ ସମ୍ପୃକ୍ତ ଥିଲା । ଏବେ ବି ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *