ଉତ୍ତରାଖଣ୍ଡରେ ଲାଗୁହେବ ‘ୟୁନିଫର୍ମ ସିଭିଲ କୋଡ’

ଉତ୍ତରାଖଣ୍ଡରେ ଲାଗୁହେବ ‘ୟୁନିଫର୍ମ ସିଭିଲ କୋଡ’

ଦିପାବଳୀର ଏକ ସପ୍ତାହ ପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେସନ ଡକାଯିବ । କାରଣ ଆସନ୍ତା ସପ୍ତାହଠାରୁ ‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାକୁ ଯାଉଛି ଉତ୍ତରାଖଣ୍ଡ। ‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ । ଅବସରପ୍ରାପ୍ତ ଜଷ୍ଟିସ ରଂଜନ ଦେଶାଇଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଆଗାମୀ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏକ ରିପୋର୍ଟ ଦାଖଲ କରିବେ ବୋଲି ସେମାନେ କହିଛନ୍ତି।  ବିଧାନ ସବାର ସ୍ୱତନ୍ତ୍ର ଅଧିବେସନରେ ‘ୟୁନିଫର୍ମ ସିଭିଲ କୋଡ’ ବିଲ୍ ପାରିତ ହୋଇ ଏହାକୁ ଆଇନଗତ ମାନ୍ୟତା ଦିଆଯିବ।

author

Related Articles

Leave a Reply

Your email address will not be published. Required fields are marked *