କିଏ ହେବ ନୂଆ ପୋଲିସ ଡିଜି ?

 କିଏ ହେବ ନୂଆ ପୋଲିସ ଡିଜି ?

କିଏ ହେବେ ନୂଆ ଡିଜିପି ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି । ନୂଆ ବର୍ଷ ପୂର୍ବରୁ ଓଡିଶା ପାଇବ ନୂଆ ଡିଜିପି । ଡିସେମ୍ବର ୩୧ରେ ଏବେର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପୂର୍ବରୁ ରାଜ୍ୟ ସରକାର କେଉଁ ଆଇପିଏସଙ୍କୁ ରାଜ୍ୟର ଆଇନ ଶୃଙ୍ଖଳାର ଦାୟିତ୍ୱ ଦେବେ ସେ ନେଇ ଚର୍ଚ୍ଚା ବଢିଛି । ସୂଚନା ଅନୁଯାୟୀ ରାଜ୍ୟ ସରକାର ୬ ଆଇପିଏସଙ୍କ ନାମ ଡିଜିପି ଭାବେ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ଯେଉଁଥିରେ ମହିଳା ଆଇପିଏସ ବି.ରାଧିକା, ଏ.ଏମ୍. ପ୍ରସାଦ, ୱାଇ ବି ଖୁରାନିଆ, ଏସ ଏମ ନରବାଣେ, ଅରୁଣ ରାୟ, ଅରୁଣ ଷଡଙ୍ଗୀ ଓ ସୁଧାଂଶୁ ଷଡଙ୍ଗୀ ରହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *