ବିଜେପିର ଲାଡଲି ଲକ୍ଷ୍ମୀ

ବିଜେପିର ଲାଡଲି ଲକ୍ଷ୍ମୀ

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋଦିଙ୍କ ଗ୍ୟାରେଣ୍ଟି ବିଜେପିର ଭରସା ଶୀର୍ଷକ ଇସ୍ତାହାର ପତ୍ରର ଉନ୍ମୋଚନ କରିଛନ୍ତି । ଏଥିରେ ମାଗଣା ରାସନ ସହିତ ମୁଖ୍ୟମନ୍ତ୍ରୀ ଜନ ଆବାସ ଯୋଜନା କାର୍ଯ୍ୟକାରୀ ହେବ । ଏହା ସହ ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । ଏହା ସହ ମାଗଣା ରାସନ ସହିତ ରିହାତି ଦରରେ ଡାଲି, ସୋରିଷ ତେଲ ଓ ଚିନି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବା । ଲାଡଲି ଲକ୍ଷ୍ମୀ ଯୋଜନାରେ ରାଜ୍ୟର ଯୁବତୀ ମାନଙ୍କୁ ସହାୟତା ୨ଲକ୍ଷ ଦେବା ସହ ଧାନ ଓ ଗହମର ସର୍ବନିମ୍ନ ମୂଲ୍ୟ ୨୭୦୦ ଓ ୩୧୦୦ଟଙ୍କାକୁ ବୃଦ୍ଧି କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *