ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିଦେଲେ ବବି ଦାସ

ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିଦେଲେ ବବି ଦାସ

ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିକଟରେ ୫ଟି ଅଧ୍ୟକ୍ଷ ବବି ଦାସଙ୍କୁ ପ୍ରଶଂସା କରିବା ଘଟଣା ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରୁଛି । ଭିକେ ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଡିସାଇବୁଲ । ଯାହା ଜଣେ ପୁଅ କରିବନି ତାହା ପାଣ୍ଡିଆନ କରୁଛନ୍ତି । ନବୀନଙ୍କ ବିକାଶ ଓଡିଶାର ସ୍ୱପ୍ନକୁ ପୁରା କରଛନ୍ତି ପାଣ୍ଡିଆନ । ତଳସ୍ତରକୁ ଯାଇ କାମର ସଂପୂର୍ଣ୍ଣ ତଦାରଖ କରୁଛନ୍ତି । ଦୀର୍ଘ ଦେଢ ବର୍ଷ ହେଲା ପୁରୀ ପ୍ରକଳ୍ପ ପାଇଁ ପାଇଁ ଦିନ ରାତି ଏକ କରିଛନ୍ତି କହିଲେ ବବି ଦାସ । କଣ ପାଇଁ ବବି ଦାସ ସଭା ମଂଚ ହେଉ କି ସୋସିଆଲ ମିଡିଆ ସବୁଥିରେ ପାଣ୍ଡିଆନଙ୍କ ଚର୍ଚ୍ଚା କରିବାକୁ ପଛାଉ ନାହାନ୍ତି । ବବି ଦାସ କହୁଛନ୍ତି ନବୀନ ପଟ୍ଟନାୟକଠୁ ମାଡ ଖାଇବି ପଛେ କିନ୍ତି ପାଣ୍ଡିଆନଙ୍କ ପ୍ରଶଂସା କରିବ । ଦଳର ମୁଖିଆଙ୍କୁ ଭୁଲି ପାଣ୍ଡିଆନଙ୍କ ପ୍ରଶଂସା କଣ ପାଇଁ କଲେ ? ଓଡିଶାବାସୀଙ୍କ ପାଇଁ କାମ କରିବାକୁ ପାଣ୍ଡିଆନ ଏତେ ତତପର କଣ ପାଇଁ ? ପାଣ୍ଡିଆନ ଦଳରେ ମିଶିବା ପରେ ଓଡିଶାର କେତେ ଉନ୍ନତି କରିବେ ?

author

Related Articles

Leave a Reply

Your email address will not be published. Required fields are marked *