ବିଟ୍ରେନ ରାଜନୀତିରେ ଦେଖାଦେଇଛି ଏକ ବଡ ପରିବର୍ତ୍ତନ । 6 ବର୍ଷ ଧରି ବିଟ୍ରେନର ପ୍ରଧାନମନ୍ତ୍ରୀ ଥିବା ଡେଭିଡ କାମେରନଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ରିଷି ସୁନାକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ନିଯୁକ୍ତି ପାଇବା ପରେ ସେ କହିଛନ୍ତି- ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ସହ ତାଙ୍କ ବ୍ୟକ୍ତିଗତ ବିଚାରକୁ ନେଇ ଭିନ୍ନତା ଥାଇପାରେ । ଡେଭିଡ୍ କାମେରନ ୨୦୧୦ରୁ ୨୦୧୬ ଯାଏଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ । ବ୍ରେକଜିଟ୍ ଜନମତ ପରେ କାମେରନ୍ ଇସ୍ତଫା ଦେଇଥିଲେ । ୟୁରୋପୀୟ ସଂଘରୁ ବାହାରିଯିବା ପ୍ରସଙ୍ଗରେ ସାରା ଦେଶରେ ଜନମତ ନିଆଯାଇଥିଲା ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
କୋବି କିଆରୀରେ ବାଘ
- November 16, 2024
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024