ପାନଗୁଟୁଖା ଛାଡିବେନି ସେବାୟତ

ପାନଗୁଟୁଖା ଛାଡିବେନି ସେବାୟତ

ନୂଆବର୍ଷରୁ ଶ୍ରୀମନ୍ଦିରରେ ବନ୍ଦ ହେବ ପାନ, ଗୁଟ୍କା । ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ, ଶ୍ରୀମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧଳୁଙ୍କ ଉପରେ ଏହି କଟକଣା ଲାଗିବ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ ।ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁକାକୁ ସମ୍ପୂର୍ଣ୍ଣର୍ ବ୍ୟାନ୍ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁକା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । କେବଳ ଭକ୍ତ ନୁହେଁ ସେବାୟତଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ । କୌଣସି ସେବାୟତ ମନ୍ଦିର ଭିତରେ ପାନଗୁଟଖା ଖାଇବେ ନାହିଁ ବୋଲି କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *