5T ପରେ 5C

5T ପରେ 5C


ଟ୍ରାନ୍ସପରେନସି,ଟିମଓଆରକ,ଟେକ୍ନୋଲୋଜି,ଟ୍ରାନ୍ସଫରମେସନ,ଟାଇମ (୫ଟି)ପରେ ଏବେ କମ୍ୟୁନିଟି,କନେକ୍ଟ,କ୍ରିଏଟ,କୋପରେସନ,କୋଲାବରେସନ(୫ସି) ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ | ରାଜ୍ୟର ଶିକ୍ଷା କ୍ଷେତ୍ରରେ ୫ସି ଲାଗୁହେଲା | ଏହା କୌଣସି ନୂଆ ଯୋଜନା ନୁହେ ୫ସି ଏକ ନୂତନ ଚିନ୍ତାଧାରା ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ ଅଶ୍ୱଥି |ଏହା ମାଧମରେ ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ ସମେତ ବିଭିନ୍ନ ଆଲୁମିନିଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯିବ | ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମୋଟିଭେଟ କରାଯିବ ମୋ ସ୍କୁଲ କାର୍ଯ୍ୟକ୍ରମର ଏହା ଅନ୍ତର୍ନିହିତ ଅଂଶ, ବର୍ତମାନ ରାଜ୍ୟର ସମସ୍ତ ବିଦ୍ୟାଳୟରେ ୫ସି ଅଧୀନରେ କାମ ଚାଲୁଛି |

author

Related Articles

Leave a Reply

Your email address will not be published. Required fields are marked *