ଜାତୀୟ ପ୍ରେସ୍ ଦିବସ

ଜାତୀୟ ପ୍ରେସ୍ ଦିବସ

ଆଜି ଜାତୀୟ ପ୍ରେସ୍ ଦିବସ । ୧୯୬୬ ନଭେମ୍ବର ୧୬ ତାରିଖରୁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ଆରମ୍ଭ ହୋଇଥିଲ । ଏକ ମୁକ୍ତ ତଥା ସ୍ୱାଧୀନ ପ୍ରେସ୍‌ର ଗୁରୁତ୍ୱ ଉତଥାପନ କରିବା ଲାଗି ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନ ଗଣମାଧ୍ୟମର ସ୍ୱାଧିନତା, କର୍ତ୍ତବ୍ୟ ଓ ନାଗରିକଙ୍କ ଦାୟିତ୍ୱବୋଧକୁ ପ୍ରଦର୍ଶନ କରିଥାଏ । ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା ସାମ୍ବାଦିକତାର ଉଚ୍ଚ ମାନ ବଜାୟ ରଖିବା ।

author

Related Articles

Leave a Reply

Your email address will not be published. Required fields are marked *