ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ

ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ


ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ ନିର୍ଦେଶ ଦେଲେ ହାଇକୋର୍ଟ, ମନ୍ଦିର ପ୍ରଶାସନ ସମ୍ପୂର୍ଣ ସହଯୋଗ ଯୋଗାଇଦେବ,ଆଜିଠାରୁ ଗରୁଡ ସ୍ତମ୍ବକୁ ସ୍ପର୍ଶ କରିବା ମନା ଗରୁଡ ସ୍ତମ୍ବର ଦୁର୍ବଳ ବିମ୍ ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ ପ୍ରତିଦିନ ୬ଘଣ୍ଟା ମରାମତି କାର୍ଯ୍ୟ ଏବଂ କାର୍ଯ୍ୟ ଶେଷ ହେବ ୧୨୦ ଦିନରେ | ଗରୁଡ ସ୍ତମ୍ବ ସମ୍ମୁଖରେ ଥିବା କ୍ରାକ ବିମ୍ କୁ ସପୋଟିଂ ବିମ୍ ଦିଆଯିବ | କ୍ରାକ ବିମ୍ ତଳେ ରୋଟ ଆଇରନ ବିମ୍ କାମ ଆଜିଠୁ ଆରମ୍ଭ ହେବ | ପ୍ରତି ୧୫ଦିନ ବ୍ୟବଧାନରେ ମରାମତି ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ |

author

Related Articles

Leave a Reply

Your email address will not be published. Required fields are marked *