ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ

ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ


ଉତ୍ତରପ୍ରଦେଶର ଇଟାୱାଠାରେ ୧୨ଘଣ୍ଟା ଭିତରେ ଦୁଇଟି ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି | ଦିଲ୍ଲୀ -ଦରଭଙ୍ଗା ପରେ ଦିଲ୍ଲୀରୁ ସହରସା ଯାଉଥିବା ଟ୍ରେନ ନମ୍ବର- ୧୨୫୫୪ ବୈଶାଳୀ ସୁପରଫାଷ୍ଟ ଏକ୍ସପ୍ରେସର ଏସ -୬ ବଗିରେ ଅଗ୍ନିକାଣ୍ଡ ଘଟିଛି | ଟ୍ରେନରେ ନିଆଁ ଲାଗିଯିବାରୁ ୧୯ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି | ସେମାନଙ୍କୁ ଚିକିସା କରିବା ପାଇଁ ନିକଟସ୍ଥ ମେଡ଼ିକାଲରେ ଭର୍ତି କରାଯାଇଛି | କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଛି ତାହା ଜଣା ପଡ଼ିନାହିଁ | ଟ୍ରେନରେ ନିଆଁ ଲାଗିବ ପରେ ଟ୍ରେନରୁ ଲୋକେ ଡେଇଁ ପଡ଼ିଥିଲେ |

author

Related Articles

Leave a Reply

Your email address will not be published. Required fields are marked *