ବିଜେଡି ନା ବିଜେପି କାହାର ହେବେ ମୟୂରଭଞ୍ଜ

ବିଜେଡି ନା ବିଜେପି କାହାର ହେବେ ମୟୂରଭଞ୍ଜ

ରାଜ୍ୟ ରାଜନୀତିରେ ଦେଖାଗଲାଣି 24 ନିର୍ବାଚନର ହାୱା । ଏହା ଭିତରେ ବିଜେଡି ପ୍ରସ୍ତୁତ କଲାଣି ତାର ରଣନୀତି । 2019 ନିର୍ବାଚନରେ ରାଜ୍ୟରେ ସବୁଆଡେ ବିଜେଡି ବାଜିମାତ କରିଥିଲା କିନ୍ତୁ ମୟୂରଭଞ୍ଜରେ ବିଜେଡି ହାର ମାନିଥିଲା  24 ପାଇଁ  ବିଜେଡିର ଫୋକସ ମୟୂରଭଞ୍ଜ ଉପରେ । ମୟୂରଭଞ୍ଜର ଲୋକସଭା ଆସନ ସହ 9ଟି ବିଧାନସଭା ଉପରେ ଅକ୍ତିଆର କରିବ । 2019ରେ ବିଜେପି ଲୋକସଭା ଆସନ ଅକ୍ତିଆର କରିଥିବା ବେଳେ 9ଟି ବିଧାନସଭା ଆସନରୁ 6ଟିରେ ଜିତିଥିଲା । ତେବେ କୁହାଯାଉଛି କି ମାଟିର ଝିଅ ରାଷ୍ଟ୍ରପତି ଙ୍କ ନାଁରେ ବିଜେପି ନିର୍ବାଚନର ବୈତରଣୀ ପାର ହେବାକୁ ଆଶାବାନ୍ଧିଛି । ହୁଏତ ଏହା ସହଜ ହୋଇ ନପାରେ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ବିଜେଡି ନା ବିଜେପି କାହା ହାତରେ ରହିବ ମୟୂରଭଞ୍ଜର ଶାସନଭାର ?   

author

Related Articles

Leave a Reply

Your email address will not be published. Required fields are marked *