ଶବ୍ଦ ନୁହେଁ ସଙ୍ଗୀତ ମାଧ୍ୟମରେ ଆସିବ ମହାକାଶରୁ ତଥ୍ୟ

ଶବ୍ଦ ନୁହେଁ ସଙ୍ଗୀତ ମାଧ୍ୟମରେ ଆସିବ ମହାକାଶରୁ ତଥ୍ୟ

ନାସା ଆଣିଛି ଏକ ନୂଆ ସଂସ୍କରଣ । ମହାକାଶର ସମସ୍ତ ତଥ୍ୟକୁ ଶବ୍ଦରେ ରୂପାନ୍ତରିତ କରାଯାଇଛି ତାହାକୁ ସଂଗୀତରେ ରୂପାନ୍ତରିତ କରାଇଛନ୍ତି । ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ଚମତ୍କାର ସଙ୍ଗୀତ ଜାରି କରିଛି । ସଂଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ସହାୟତାରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ଯାହାକି ନାସା ନିଜ ୱେବସାଇଟ ମାଧ୍ୟମରେ ପ୍ରକାଶ କରିଛି । ଏହାସହ କାଷ୍ଟନରଙ୍କ ସହାୟତାରେ ତିଆରି ହୋଇଥିବା ମ୍ୟୁଜିକ୍ ନୋଟଗୁଡ଼ିକର ଫଟୋ ମଧ୍ୟ ପୋଷ୍ଟ କରିଛି ନାସା । ନାସା କହିଛି,ଏହାର ଟେଲିସ୍କୋପ ଦ୍ୱାରା କଏଦ ହୋଇଥିବା ତଥ୍ୟ ମୂଳ ସଂଗୀତର ଆଧାର ପାଲଟିଛି ଯାହାକୁ ମଣିଷ ବଜାଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *