ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ

ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ବିଧାନସଭା ଆସନ ଓ ଛତିଶଗଡ ୭୦ ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେବ । ଛତିଶଗଡରେ ଏହା ହେଉଛି ଶେଷ ତଥା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗତ ନଭେମ୍ବର ୭ରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାଓପ୍ରବଣ ୨୦ ଆସନରେ ହୋଇଥିଲା । ମିଜୋରାମରେ ମଧ୍ୟ ଏହି ଦିନ ମତଦାନ ହୋଇଥିଲ । ଦୁଇ ରାଜ୍ୟରେ କ୍ଷମତା ପାଇଁ ଚାଲିଥବା ସଂଘର୍ଷ କରୁଥିବା ଭାଜପା ଓ କଂଗ୍ରେସ ଦଳ ଉପରେ ସମସ୍ତଙ୍କ ନଜର ରହିଛି । ଏବେ ଦୁଇ ଦଳ ତେଲେଙ୍ଗାନା ଏବଂ ରାଜସ୍ଥାନରେ ପ୍ରଚାର କାର୍ଯ୍ୟ ଉପରେ ନଜର ରହିଛି । ଗତ ଥର ବିଧାନସଭା ନିର୍ବାଚନରେ କଂଗ୍ରେସ ୧୫ ବର୍ଷ ଶାସନକୁ ଭାଙ୍ଗିଥିଲା ଭାଜପା । ଏଥର ମଧ୍ୟ ଜିତିବା ପାଇଁ ଭାଜପାର ପ୍ରୟାସ ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *