ଏଥର ରାତିରେ ମିଳିବ ଆହାର

ଏଥର ରାତିରେ ମିଳିବ ଆହାର


BMC ର ବଡ ନିଷ୍ପତି,ଏଣିକି ରାତିରେ ବି ମିଳିବ ଆହର | ଭୁବନେଶ୍ୱର ଏମ୍ସ ପାଖରେ ଥିବା ୨ଟି ଆହର କେନ୍ଦ୍ରରେ ରାତିରେ ମିଳିବ ଖାଦ୍ୟ | ଏଣିକି ରୋଗୀ ସଂପର୍କୀୟମାନେ ଆଉ ଖାଦ୍ୟ ପାଇଁ ହଇରାଣ ହେବେନି | ରାତିବେଳା ଦୁଇଟିଯାକ ଆହାର କେନ୍ଦ୍ରରେ ଚାରି ସହ ଲେଖାଏଁ ୮୦୦ ମିଲସ ପ୍ରସ୍ତୁତ କରାଯିବ | BMC ମେୟର ସୁଲୋଚନା ଦାସ ଏହି ରାତ୍ରଭଜନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି | ଏବେ ପ୍ରମୂଖ ହସ୍ପିଟାଲ ପାଖରେ ୫ଟି ଏହାର କେନ୍ଦ୍ର ରହିଛି |

BMC ପକ୍ଷରୁ ଏମ୍ସ ପାଖରେ ଥିବା ୨ଟି ଆହର କେନ୍ଦ୍ରରେ ଦିନକୁ ୭୫୦ ଲୋକ ଖାଉଛନ୍ତି | ରାତିବେଳା ଦୁଇଟିଯାକ ଆହାର କେନ୍ଦ୍ରରେ ଚାରି ସହ ଲେଖାଏଁ ୮୦୦ ମିଲସ ପ୍ରସ୍ତୁତ କରାଯିବ | ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ରୋଗୀ ସଂପର୍କୀୟମାନେ ରାତ୍ର ଭୋଜନ ପାଇଁ ଆଉ ଅସୁବିଧାର ସମୁଖୀନ ହେବେନି ବୋଲି BMC ମେୟର ସୁଲୋଚନା ଦାସ କହିଛନ୍ତି | ଏବେ ରାଜଧାନୀରେ ମୋଟ ୧୧ଟି ଆହାର କେନ୍ଦ୍ର ଚାଲିଛି | ୩ଟି ଆହାର କେନ୍ଦ୍ରରେ ରାତ୍ରଭଜନ ବ୍ୟବସ୍ଥା ଥିଲା , ଏବେ ଆଉ ୨ଟି ଆହାର କେନ୍ଦ୍ରରେ ରାତ୍ରଭଜନ ବ୍ୟବସ୍ଥା ଆରମ୍ଭ ହୋଇଛି |

author

Related Articles

Leave a Reply

Your email address will not be published. Required fields are marked *