ନିରାକାରଗୁଆର ସେଏନିସ୍ ପାଲାସିଓ ହେଲେ ମିସ୍ ୟୁନିଭର୍ସ 2023

ନିରାକାରଗୁଆର ସେଏନିସ୍ ପାଲାସିଓ ହେଲେ ମିସ୍ ୟୁନିଭର୍ସ 2023

ଆଜି ଆମେରିକାର ପିନିଡା ରଙ୍ଗମଞ୍ଚରେ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ୟୁନିଭର୍ସ ୨୦୨୩ ମୁକୁଟର ବିଜୟିନୀ ହୋଇଛନ୍ତି        ନିକାରାଗୁଆର ସେଏନିସ୍‌ ପାଲାସିଓ । ୨୦୨୨ର ମିସ୍‌ ୟୁନିଭର୍ସ ଆର୍‌ ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା । ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *