ଦିନେ ସତ ହେବ ସମଲିଂଗି ବିବାହ ….

ଦିନେ ସତ ହେବ ସମଲିଂଗି ବିବାହ ….

ଭାରତରେ ସମଲିଂଗି ଵିଵାହକୁ ଆଇନିଗତ ସ୍ଵିକୃତି ଦେବାକୁ ସୁପ୍ରିମକୋଟ ମଂଗଳବାର ମନା କରିଦେଇଛି| ଫଳରେ ଓଡ଼ିଶାର ଖ୍ୟାତନାମା ଧାବିକା ଦୃତି ଚାନ୍ଦକ ବିବାହ ଯୋଜନା ଭଣ୍ଡୁର ହୋଇଥିବା ସେ କହିଛି| ପାର୍ଟନର ମୋନାଲିସାକୁ ବିବାହ କରିବାକୁ ଯୋଜନା କରିଥଲେ | ତେବେ ଭାରତରେ ଦିନେ ନା ଦିନେ ସମଲିଂଗି ବିବାହ ବାସ୍ତବ ରୂପ ନେବ ବୋଲି ସେ ଆଶା ବନ୍ଦୀଛନ୍ତି| ସୁପ୍ରିମକୋର୍ଟର ୫ ଜଣିଆ ସମ୍ଭିଧାନିକ ପୀଠ ମଂଗଳବାର ସମଲିଂଗି ଵିଵାହାକୁ ଆଇନି ଅଧୀନରେ ମାନ୍ୟତା ଦେବାକୁ ମନା କରିଥିଲା |
୫ ବର୍ଷ ଧରି ନିଜ ପାର୍ଟନର ମନଲୀସା ସହ ସମ୍ପର୍କରେ ଥିବା ନେଇ ପ୍ରଘଟ କରିବାକୁ ପ୍ରକଶ କରୁନଥିବା ଦୃତି ଆହୁରି କହୁଛନ୍ତି| ଆମେ ପରସ୍ପରକୁ ଭଲ ପାଉ | ଏକାଠି ରହି ବାହାହବାକୁ ନିଷ୍ପତି ନେଇଛୁ |

author

Related Articles

Leave a Reply

Your email address will not be published. Required fields are marked *