ଧ୍ୱଂସ ହୋଇଗଲା ତିନି ବଖରା ଘର

ଧ୍ୱଂସ ହୋଇଗଲା ତିନି ବଖରା ଘର

ଫୁଲବାଣୀ : ନିଆଁଲାଗି ଧ୍ବଂସ ହୋଇଗଲା ତିନିବଖରା ଘର  । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅଧିନସ୍ଥ ପିରିକୁଡି ପଂଚାୟତ ଅନ୍ତର୍ଗତ ଶାକାଡି ଗାଁରେ  । ସେହି ଗାଁର  ସୁଶାନ୍ତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ବଳଭଦ୍ର ପ୍ରଧାନ, ସୁଶାନ୍ତ ପ୍ରଧାନଙ୍କ ଝିଅ, ପୁଅ, ବାହାଘର ପାଇଁ ଜାଗା ବିକି ରଖିଥିବା ଟଙ୍କା ସହିତ ଝିଅ ବାହାଘର ପାଇଁ ଆସଭା ପତ୍ର ଜଳିପୋଡ଼ି ପାଉର୍ଶ ହୋଇଯାଇଛି।

ଖବର ପାଇ ଘଟଣାସ୍ଥଳରେ  ଫୁଲବାଣୀ ଅଗ୍ନିଶମ ବିଭାଗ ଯାଇ ନିଆଁକÿୁ ଆୟତ କରିଥିଲେ । ସେପଟେ ଖବର ପାଇପିରିକୁଡି ସରପଞ୍ଚ, ଗୁଡ଼ାରି ରାଜସ୍ୱ ନିରକ୍ଷକ , ଅତିରିକ୍ତ ରାଜସ୍ୱ ନିରକ୍ଷକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନୀ ବିପନ୍ନ ପରିବାରଙ୍କୁ ପଲିଥିନ, କମ୍ବଳ, ଖାଇବା ପାଇଁ ସୁଖା ଖାଦ୍ୟ ଦିଆଯାଇଥିବା ଜଣାପଡିଛି  ।

author

Related Articles

Leave a Reply

Your email address will not be published. Required fields are marked *