ଦୋଷୀ ସାବସ୍ଥ ହେଲେ ଅବଦୁର ରେହେମାନ

ଦୋଷୀ ସାବସ୍ଥ ହେଲେ ଅବଦୁର ରେହେମାନ

କଟକ: ଆସିଲା ଦିଲ୍ଲୀ ପଟିଆଲା ହାଉସକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆତଙ୍କବାଦୀ ବାଦୀ କାର୍ଯ୍ୟ କଳାପରେ କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନ ହେଲେ ଦୋଷୀ ସାବ୍ୟସ୍ତ । ଆତଙ୍କବାଦୀ କାର୍ୟ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ ।

ତେବେ ୧୪ତାରିଖରେ ଅବଦୁଲ ରେହମାନର ଦଣ୍ଡ ଘୋଷଣା କରାଯିବ । ସୂଚନା ଅନୁଯାୟୀ ଅବଦୁଲ ରେହମାନ କଟକ ଜଗତପୁର ଅଞ୍ଚଳରୁ ଗିରଫ ହୋଇଥିଲେ । ୨୦୧୫ ଡିସେମ୍ବର ୧୬ରେ ଗିରଫ ହୋଇଥିଲା ଅବଦୁର । ଅଲକଏଦା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ରହି ଆତଙ୍କୀ କାର୍ୟ୍ୟକଳାପରେ ଲିପ୍ତ ଥିଲା ରେହମାନ ।

author

Related Articles

Leave a Reply

Your email address will not be published. Required fields are marked *