Reo News

author

ମୁମ୍ବାଇର ହାର୍ଟବିଟସ୍ ପ୍ରଦର୍ଶନୀରେ ଯୋଗ ଦେଲେ ନବୀନ ପଟ୍ଟନାୟକ

ମୁମ୍ବାଇରେ ‘ହାର୍ଟବିଟସ୍’ ପ୍ରଦର୍ଶନୀରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ୨ ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶିଷ୍ଟ ହୃଦ ବିଶେଷଜ୍ଞ ତଥା ଏସିଆନ…

ସବୁ ଗାଁକୁ ମୋବାଇଲ ସେବା ଦେବେ ମନ୍ତ୍ରୀ ତୁଷାର କାନ୍ତି

ଆଜି ବିଧାନସଭାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଓଡିଶାର କେତେକ ଗାଁରେ ମୋବାଇଲ ସେବା ନାହିଁ । ତେବେ ଓଡ଼ିଶାର…

125 ବର୍ଷ ହେଲା ବନ୍ଦୀ ହୋଇଛି ବରଗଛ

ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରାଇବା ପାଇଁ ଆରମ୍ଭ ହୋଇଥିଲା ମିଶନ ଶକ୍ତି ଯୋଜନା । ଏଥିରେ ରାଜ୍ୟର ପ୍ରାୟ 70 ଲକ୍ଷ ମହିଳା ସାମିଲ…

ପ୍ରଥା ଚଳଚିତ୍ର ପାଇଁ ଧାରଣାରେ ବସିଛନ୍ତି ସନଲିସା

ନିକଟରେ ପ୍ରଥା ଫିଲ୍ମକୁ ପଶ୍ଚିମ ଓଡିଶାରେ ବିରୋଧ କରାଯାଇଥିଲା । ଯାହାକୁ ନେଇ ଫିଲ୍ମ ପ୍ରଯୋଜିକା ସନଲିସା ଧାରଣାରେ ବସøିବେ ବୋଲି ପୁୁର୍ବରୁ ଚେତାବନୀ ଦେଇଥିଲେ ।…

ସୁଜାତା କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ୱ

ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରାଇବା ପାଇଁ ଆରମ୍ଭ ହୋଇଥିଲା ମିଶନ ଶକ୍ତି ଯୋଜନା । ଏଥିରେ ରାଜ୍ୟର ପ୍ରାୟ 70 ଲକ୍ଷ ମହିଳା ସାମିଲ…

ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଆଜି ବି ଚାଲିପାରିଲାନି ବିଧାନସଭା । ଚାଲିଛି ବିଧାନସଭାର ଶୀତ ଅଧିବେଶନ । ତୃତୀୟ ଦିନରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ସ୍ଥଗିତ ରହିଛି । ବିରୋଧି…

ଆଉ ମାତ୍ର ୧୨ରୁ ୧୪ ଘଣ୍ଟାର ଅପେକ୍ଷା, ଶେଷ ପର୍ଯ୍ୟାୟରେ ଉଦ୍ଧାରକାର୍ଯ୍ୟ

ଆଉ କିଛି ସମୟ ପରେ ସୁଡଙ୍ଗରେ ଫସିରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ତେବେ କୁହାଯାଉଛି ଆଉ ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ ।…

ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା । ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅନୁମତି ଦେଇ ନାହିଁ । ଜାତୀୟ ମାନ୍ୟତା ମନ୍ତ୍ରାଳୟ ପରିଧିରେ…

ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଚୀନବାସୀ !

ପୁଣି କୋଭିଡ ଭଳି ସ୍ଥିତି ଆସିବାକୁ ଯାଉଛି । ଚୀନରେ ମହାବିପତ୍ତି କରୋନା ଭଳି ସ୍ତିତିକୁ ପୁଣି ଦେହେରାଇବ ଚୀନ । କରୋନା ମହାମାରୀ ସଂପୂର୍ଣ୍ଣ ରୂପେ…

ଜାମ୍ମୁରେ ଗୁଳିକାଣ୍ଡରେ 4 ଭାରତୀୟ ଯବାନ ସହୀଦ,ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର ରାଜୌରୀ ଅଞ୍ଚଳରେ ଲୁଚି ରହିଥିଲେ କିଛି ଆତଙ୍କୀ । ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଆତଙ୍କୀ ମାନଙ୍କ ଆଡ୍ଡା ଉପରକୁ ଗୁଳିମାଡ…