Reo News

author

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ

ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ବିଧାନସଭା ଆସନ ଓ ଛତିଶଗଡ ୭୦ ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେବ । ଛତିଶଗଡରେ ଏହା ହେଉଛି ଶେଷ ତଥା…

ଜନଜାତିଙ୍କ ଜମି ବିକ୍ରି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ସରକାରଙ୍କ ରୋକ

କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଜନଜାତିଙ୍କ ଜମି ବିକ୍ରି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଲେ। ୧୪ ତାରିଖରେ କ୍ୟାବିନେଟର ଏ ନିଷ୍ପତ୍ତି…

ପୋଡି ମାରିବା ଘଟଣାରେ ୧୭ଜଣଙ୍କୁ ଆଜୀବନ ଜେଲ

ଆଇନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି ।ସୂଚନା…

ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ

ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ | ଆଜି ଉଦଘାଟିତ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନକନ ରୋପୱେ | ଆଜି ଅପରାହ୍ନରେ ନୂତନ ରୋପୱେର ଉଦଘାଟନ କରିବେ…

ଆସୁଛି ବାତ୍ୟା ମିଧିଲି

ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟାର ନାଁ ରଖାଯାଇଛି ‘ମିଧିଲି’ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ବାତ୍ୟାର…

ଶବ୍ଦ ନୁହେଁ ସଙ୍ଗୀତ ମାଧ୍ୟମରେ ଆସିବ ମହାକାଶରୁ ତଥ୍ୟ

ନାସା ଆଣିଛି ଏକ ନୂଆ ସଂସ୍କରଣ । ମହାକାଶର ସମସ୍ତ ତଥ୍ୟକୁ ଶବ୍ଦରେ ରୂପାନ୍ତରିତ କରାଯାଇଛି ତାହାକୁ ସଂଗୀତରେ ରୂପାନ୍ତରିତ କରାଇଛନ୍ତି । ଆମେରିକୀୟ ମହାକାଶ ଏଜେନ୍ସି…

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ

ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଗତକାଲି ହେବାକୁ ଥିବା ମରାମତି କାମ ଏଏସଆଇ ଦ୍ୱାରା ସ୍ଥିଗତ ଥିଲା | ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ…

ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଆସନ୍ତା ରବିବାର ବିଶ୍ୱ ଦେଖିବ ମହାମୁକାବଲା । ବିଶ୍ୱକପ ଟ୍ରଫି ପାଇଁ ଲଢେଇ ଜୋରଦାର ହେବ । ଭାରତ ସହ ଲଢିବ ୫ ଥରର ବିଶ୍ୱକପ୍ ବିଜେତା…

ଭାରତରେ ଚାଲିବ 3 ହଜାର ନୂଆ ଟ୍ରେନ

ଭାରତରେ ରେଲୱେ ବ୍ୟବସ୍ଥାର ଚାହିଦା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରେଲୱେ ନେଇଛି କିଛି ଏପରି ନିଷ୍ପତ୍ତି । ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବଢୁଥିବା…

ବିଶ୍ୱକପ ଫାଇନାଲରେ ହେବ ଏରୋବେଟିକ ଦଳଙ୍କ ଏୟାର ସୋ

ବିଶ୍ୱକପର ଫାଇନାଲ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଭାରତୀୟ…