Reo News

author

ଟ୍ରେନ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି…

ଦୁର୍ଘଟଣା ପରେ 45ଟି ଟ୍ରେନ ବାତିଲ

ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ୩୩ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଂଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି…

ଓଡିଶା ସୀମାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା

ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭିନଥିବା ବେଳେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଲୋକ ମନରେ ଭୟ ସୃଷ୍ଟି କରିଛି । ବାହାନଗା ଦୁର୍ଘଟଣାକୁ…

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ

ଦେଶର ସବୁଠାରୁ ବଡ ଧନୀ ତଥା ମୁକେଶ ଅମ୍ବାନୀଙ୍କୁ ମିଳିଛି ହତ୍ୟା ଧମକ । ଏକ ଇ ମେଲ ଜରିଆରେ ତାଙ୍କୁ ଜଣେ ହତ୍ୟା ଧମକ ଦେଇଛନ୍ତି…

ପୁଣିଥରେ କଟକର ମଙ୍ଗ ଧରିବେ କି ମୋକିମ ?

ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ମହମ୍ମଦ ମୋକିମଙ୍କୁ ନେଇ ଚର୍ଚ୍ଚାରେ କଂଗ୍ରେସ ରାଜନୀତି । କଟକ ଜୋବ୍ରା ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ଏମିତି…

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ କଂଗ୍ରେସର ସତ୍ୟାଗ୍ରହ

ପିସିସିସଭାପଡି ଶରତ ପଟ୍ଟନାୟକଙ୍କ ବଡ ବୟାନ । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ସତ୍ୟାଗ୍ରହ କରିବ କଂଗ୍ରେସ । କାର୍ତ୍ତିକ ମାସ ପୂର୍ବରୁ ଚାରିଦ୍ୱାର ଖୋଲିବାକୁ ଦାବି…

ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ

The Chief Minister of Jharkhand, Shri Raghubar Das calling on the Prime Minister, Shri Narendra Modi, in New Delhi on…

ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ

ଗିରଫ ହେଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ।  ସୂଚନା ଅନୁଯାୟୀ ଦୌଡରାଣୀ ଦୂତୀଚାନ୍ଦ କରିଥିବା ଅଭିଯୋଗ ଆଧାରରେ ତାଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ…

SBIର ବ୍ରାଣ୍ଡ ଆମ୍ବାସଡର ହେଲେ ମହେନ୍ଦ୍ର ସିଂ ଧୋନୀ

ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଆସିଛି ବଡ ଖବର ।  ଭାରତୀୟ ଷ୍ଟେଟ ବ୍ୟାଙ୍କ ଦିପାବଳୀ ପୂର୍ବରୁ କିକ୍ରେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ…

୧୯୯୯କୁ ପୂରିଲା ୨୪ବର୍ଷ

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଠିକ ଆଜିର ଦିନରେ ଘଟିଥିଲା ମହାପ୍ରଳୟ । ଭାସିଯାଇଥିଲେ ଅନେକ ମରିଥିଲେ ଅନେକ । ସେସବୁ ଦିନର ଘଟଣା ଯିଏ…