Reo News

author

ପାନ ପତ୍ରରେ ହେବ ଧନ ଲାଭ,କପରି ତାହା ଜାଣନ୍ତୁ  

ହିନ୍ଦୁ ଧର୍ମରେ ପାନପତ୍ର ର ବିଶେଷ ମହତ୍ୱ ରହିଛି l ବିଶେଷକରି ପୂଜାପାଠ ରେ ପାନପତ୍ର ର ବିଶେଷ ଆବଶ୍ୟକତା ହୋଇଥାଏ l ଯାହା ଦ୍ୱାରା ଈଶ୍ୱର…

ଓଡିଶାରେ ଦେଖାଗଲାଣି ପ୍ରଥମ ଶୀତର ପ୍ରଭାବ

ସାରା ରାଜ୍ୟରେ ଦେଖାଗଲାଣି ଶୀତ ଋୁତୁର ପ୍ରଭାବ । କୁଆଁର ପୂର୍ଣ୍ଣିମା ଆସିବାରୁ ଶୀତର ପ୍ରଭାବ ମଧ୍ୟ ଦେଖାଗଲାଣି । ସକାଳ ହେବା ମାତ୍ର ଅଳ୍ପ ଥଣ୍ଡାର…

ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା ଚଳଚଂଚଳ ସାରା ଓଡିଶା

ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଲାଣି ।…

ଆସନ୍ତାକାଲି ଚନ୍ଦ୍ରଗ୍ରହଣ କେତେବେଳେ ଆରମ୍ଭ କେତେବେଳେ ସର୍ବମୋକ୍ଷ ?

ଅପରାହ୍ନ ୪ଟା ୪ ମିନିଟ୍ ୫୫ ସେକେଣ୍ଡରୁ ପାକତ୍ୟାଗରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗଗ୍ରହଣର ୯ଘଣ୍ଟା ପୂର୍ବରୁ ପାକତ୍ୟାଗପାକତ୍ୟାଗ, ଅନ୍ନ ଭୋଜନ ଓ…

ଲାଗୁ ହେବ ସିମ୍ କାର୍ଡ କିଣିବାର ନୂଆ ନିୟମ, ଏଣିକି ପାଖରେ ରହିବନି ଅଧିକ ସିମ୍  !

ଦିନକୁ ଦିନ ବଢୁଥିବା ଠକେଇକୁ ରୋକିବା ପାଇଁ ସରକାରଙ୍କ ନୂଆ ପ୍ରୟାସ । ଏହାକୁ ରୋକିବା ନିମନ୍ତେ ସରକାର ଉଦ୍ୟମ ଜାରି ରଖିଛନ୍ତି । ଲୋକଙ୍କୁ ଠକାମୀର…

ଏଣିକି ନେଟୱର୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବେନି ଗ୍ରାମବାସୀ, ପ୍ରଧାନମନ୍ତ୍ରୀଙ୍କ ନୂଆ ପ୍ରୟାସ

ଏବେ ଆଉ କୌଣସି ଗାଁର ଲୋକେ ମୋବାଇଲ ନେଟୱର୍କ ଅସୁବିଧାର ସମ୍ମଖୀନ ହେବେ ନାହିଁ । ଏଥପାଇଁ ପ୍ରୟାସ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

କାଲି କୁମାର ପୂର୍ଣ୍ଣିମାରେ ହେବ ଚନ୍ଦ୍ରଗ୍ରହଣ କେମିତି କରିବେ ପୂଜାବିଧି ?

ଆସନ୍ତା କାଲି କୁଆରୀ ମାନଙ୍କର କୁମାର ପୂର୍ଣ୍ଣିମା ପୂଜା । ଯାହାକୁ ନେଇ କୁଆରୀ ଝିଅ ମାନେ ସଜବାଜ ଆରମ୍ଭ କଲେଣି । ଏହି ଦିନ କୁମାରୀମାନେ…

ଢେଙ୍କାନାଳରେ ବେଶ ଧୁମଧାମରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ବେଶ ପ୍ରସିଦ୍ଧ । କାଲିଠାରୁ ଆରମ୍ଭ ହୋଇଯିବ ମାଆ ଗଜଲକ୍ଷ୍ମୀଙ୍କ ପୂଜା । ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ…

ଓଡିଶା ଛାଡିବେ ପ୍ରଫେସର ଗଣେଶୀଲାଲ

ଆଜି ଓଡିଶାରୁ ବିଦାୟ ନେବେ ପ୍ରଫେସର ଗଣେଶୀଲାଲ । ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ଗଣେଶୀଲାଲଙ୍କୁ ସାକ୍ଷାତ କରିଛନ୍ତି ।…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି କର୍ମଚାରୀ ଗୁରୁତର

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଆକିଲି ଗାଁରେ ବିଦ୍ୟୁତ୍ ସରବରାହ ଠିକ୍ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କର୍ମଚାରୀ ଗୁରୁତର ହୋଇଛନ୍ତି । କର୍ମଚାରୀ…