Reo News

author

ପାଠପଢାରେ ସାମିଲ ହେବ ତନ୍ତ୍ର-ମନ୍ତ୍ର

ଆଜିର ସାଇଟିଫିକ୍ ଯୁଗରେ ତନ୍ତ୍ର-ମନ୍ତ୍ର ଉପରେ କୌଣସି ବିଶ୍ୱାସ କରାଯାଉନାହିଁ । କିନ୍ତୁ ଏପରି ବିଶ୍ୱବିଦ୍ୟାଳୟ ଅଛି ଯେଉଁଠି ପାଠପଢାରେ ତନ୍ତ୍ର-ମନ୍ତ୍ରର ପାଠ୍ୟକ୍ରମ ଯୋଡି ହେବାକୁ ଯାଉଛି…

କିଏ ସେ ମହିଷାସୁର ?

ଚାଲିଛି ପାର୍ବଣର ଋତୁ । ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ମହିଷାମର୍ଦ୍ଧିନୀ । ଯୁଗେ ଯୁଗେ ପାପର ବିନାଶ କରି ଧର୍ମ ସ୍ଥାପନ କରିଥାନ୍ତି ମାଆ ।…

ବିଜେଡି ନା ବିଜେପି କାହାର ହେବ ସୁକିନ୍ଦା !

24 ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସଜେଇ ହେଲେଣି । ତିନି ରାଜନୈତିକ ଦଳ ସେମାନଙ୍କର ଟିକେଟ ବାଣ୍ଟିବା କାର୍ଯ୍ୟକ୍ରମ ଆରମ୍ଭ କରିଦଲେଣି । ତେବେ…

କିଏ ଏହି ଅରବିନ୍ଦ କେଜ୍ରିୱାଲ ?

ହଁ ଦର୍ଶକବନ୍ଧୁ ଆମେ କହୁଛୁ ରାଜଧାନୀ ଦିଲ୍ଲୀରେ ରାଜ୍ୱୁତି କରୁଥିବା ଦଳ ଆମ ଆଦିମୀ ପାର୍ଟି ବା ଆପ୍‌ର କଥା । ସବୁବେଳେ ବିବାଦ ଘେରରେ ରହୁଥିବା…

ଶ୍ରୀମୟୀଙ୍କ ଉପରେ ଭାରି ପଡିବେ କି ମାଡାମ ଅପରାଜିତା !

ହଁଁ ଦର୍ଶକବନ୍ଧୁ ଆମେ କହୁଛୁ ରାଜଧାନୀ ଭୁବନେଶ୍ୱର ପାଇଁ ଲଢିବେ ୨ଟି ବଡ ଦଳର ନାରୀନେତ୍ରୀ । ବିଜେପିରୁ ଭୁବନେଶ୍ୱର ପାଇଁ ଲଢେଇ କରିଆସିଥିବା ମାଡାମ ଅପରାଜିତା…

ଆତଙ୍କ ଖେଳାଉଛି ମହାବଳ ବାଘ

ଗଜପତି ଜିଲ୍ଲାରେ ବୁଲୁଛି ମହାବଳ ବାଘ । ଗଜପତିର ଗଣ୍ଡାହାତୀ ନିକଟରେ ଥିବା ସନ୍ତୋଷପୁର ଗ୍ରାମ ଠାରେ ଏକ ବନ୍ୟଜନ୍ତୁକୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା…

ଶ୍ରମମନ୍ତ୍ରୀଙ୍କ ମେ ହୁଁ ଡନ୍ ଡ୍ୟାନ୍ସ , ନାଚୁଛନ୍ତି, ଟଙ୍କା ଉଡାଉଛନ୍ତି, ଛୁଂଚିଫୋଡି ରକ୍ତ ବି ଟାଣୁଛନ୍ତି

କେତେବେଳେ ମଂଚରେ ନୃତ୍ୟ କରୁଛନ୍ତି ତ ଆଉ କେବେ ଗାୟକଙ୍କ ଉପରକୁ ଟଙ୍କାର ବର୍ଷା କରୁଛନ୍ତି । ପୁଣି କେତେବେଳେ ଡାକ୍ତର ସାଜି ଛୁଂଚିଫୋଡି ରକ୍ତ ଟାଣୁଛନ୍ତି…

ଅଭିନେତ୍ରୀଙ୍କୁ ହୃଦୟ ଦେଲେ ଏପରି ଜଣେ ଫ୍ୟାନ

ଷ୍ଟାରମାନଙ୍କ ପ୍ରତି ଫ୍ୟାନମାନଙ୍କର ଭଲପାଇବା ଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ ଏପରି ଜଣେ ଫ୍ୟାନ ଅଛନ୍ତି ଯେ ଅଭିନେତ୍ରୀଙ୍କ ପାଇଁ ତାଙ୍କ ହୃଦୟ ଦାନ…

ପାଇଖାନା ଟାଙ୍କି ସଫା ବେଳେ ମରିଲେ ମିଳିବ ଟଙ୍କା

ଦେଶର ନର୍ଦ୍ଦମା ସୁଡ଼ଙ୍ଗ ଏବଂ ପାଇଖାନା ଟାଙ୍କି ସଫା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସବୋର୍ଚ୍ଚ ନ୍ୟାୟଳୟ ।…

ମାଆଙ୍କ ସପ୍ତମୀ ପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର

ପୂଜା ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକ । ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଭୁବନେଶ୍ୱର । ଏହା…