Reo News

author

ପୁଲା ପୁଳା ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଓ ୨ ମାଫିଆ ଗିରଫ l

Boudh: ଗଂଜେଇ ଗଡରେ ଗଞ୍ଜେଇ ଚାଲାଣ ଥମିବାର ନାଁ ନେଉନି l ପ୍ରତିଦିନ ପୋଲିସ୍ ପକ୍ଷରୁ ଯେତେ ଗଂଜେଇ ଧରlଜାଉଛି ପୁଣି ସେତେ ବାହାରୁଛି l ବିଭାଗ…

ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ |

କାମାକ୍ଷାନଗର:ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି |ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି…

ଅଧିକ ପାଣି ପିଇବା କ୍ଷତିକାରକ

ଭୁବନେଶ୍ୱର: ବର୍ତ୍ତମାନ ଗ୍ରୀଷ୍ମର ପ୍ରଭାବ ଯୋଗୁଁ ଅଂଶୁଘାତଜନିତ ସମସ୍ୟା ଅଧିକ ଦେଖାଯାଉଛି | ଶରୀରରେ ଜଳୀୟ ଅଂଶ ହ୍ରାସ ପାଇ ଡିହାଇଡ୍ରେସନ ସମସ୍ୟା ମଧ୍ୟ ଦେଖାଯାଏ |…

ପିକ୍ ଅପ୍ ଭ୍ୟାନ୍ ସହ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା:ଗଜପତି ଗଜପତି ଜ଼ିଲ୍ଲା ଅଡବା ପୁଲିସ ନଳାଘାଟ ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ମହିନ୍ଦ୍ରା ପିକ୍ ଅପ୍ ନଂ ଓଡିଠ୭ ଏସ ୯୩୧୧କୁ ସନ୍ଦେହରେ…

ବାରାହା ଆକ୍ରମଣରେ ଚାଷୀ ଗୁରୁତର । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତୀ

କାମାକ୍ଷାନଗର:ଢେଙ୍କାନାଳ ବାରାହା ଆକ୍ରମଣରେ ଚାଷୀ ଗୁରୁତର। ଗୁରୁତର ଚାଷୀ ହେଲେ ତୁମୁଶିଙ୍ଗା ଥାନା ତଳବାଇସିଙ୍ଗା ଗ୍ରାମର ରଥି ବେହେରା। ସେ ଆଜି ବିଲକୁ ଯାଇଥିବାଳବେଳେ ଜଙ୍ଗଲି ବାରାହା…

ଭୁବନେଶ୍ୱର ଆନ୍ତଃମହାଦେଶୀୟ ଫୁଟବଲ କପ

ଭୁବନେଶ୍ୱର: ଭୁବନେଶ୍ୱର ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ | ଆସନ୍ତା ଜୁନରେ ଭୁବନେଶ୍ୱର ୪ଟି ଦେଶକୁ ନେଇ ଆନ୍ତଃ ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) ଫୁଟବଲ କୂପ ଆୟୋଜନ…

‘ଆନିମଲ’ର ସୁଟିଂ ସାରିଲେ ରଣବୀର

ଭୁବନେଶ୍ୱର: ବଲିଉଡ ଅଭିନେତା ରଣବୀର କପୁର ନିକଟରେ ‘ତୁ ଝୁଠି ମେ ମକ୍କାର’ ଫିଲ୍ମିରେ ଦେଖାଯାଇଥିଲେ | ହୋଲି ଅବସରରେ ରିଲିଜ ହୋଇଥିବା ଏହି ଫିଲ୍ମିର ବକ୍ସ…

ଗାଡ଼ି ଯାଞ୍ଚ ବେଳେ ଫେକ ନମ୍ବର ଥିବା କାର ଜବତ, ଜଣେ ଗିରଫ

Boudh: ବୌଦ୍ଧ ଜିଲ୍ଲl ଘଣ୍ଟାପଡ଼ା ଥାନା ଅଧିକାରୀ ଗଣନାଥ ଥନାପତିଙ୍କ ନିର୍ଦ୍ଦେଶରେ ମନମୁଣ୍ଡା – ସିନ୍ଧିଗୋରା ୪୧ନଂ.ରାଜ୍ୟ ରାଜପଥର ଘଣ୍ଟାପଡ଼ାର ମଙ୍ଗଳା ଛକରେ ଚାଲିଥିବା ମଟର ଗାଡି…

ମାଉଥ ଫ୍ରେସନର ଦୋସା

ଭୁବନେଶ୍ୱର: ଦକ୍ଷିଣ ଭାରତର ଲୋକ ପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟରେ ଅନ୍ୟତମ | ସମ୍ବର,ଚଟଣି ସହ ଲୋକେ ମସଲା ଦୋସା ଖାଇବାକୁ ବେଶ ପସନ୍ଦ କରନ୍ତି…

ଶାଢ଼ୀ ପିନ୍ଧି ତିନି କି.ମି, ଦୌଡିଲେ ମହିଳା

ବେଙ୍ଗାଲୁରୁ: ପୁଣେ ବିଶ୍ୱବିଦ୍ୟାଳୟର ଖସାବାଯାଦବ କ୍ରୀଡା ସ୍କୁଲରେ ନିକଟରେ ତିନି କିଲୋମିଟର ଶାଢ଼ୀ ଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି ଦୌଡ କାର୍ଯ୍ୟକ୍ରମରେ ମହିଳାମାନେ ଶାଢ଼ୀ…