Reo News

author

ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ

ମୋହନା:- ମହାଶିବରାତ୍ରି ଭଳି ଗୋଟିଏ ଖୁସିର ପର୍ବରେ ଅଭାବନୀୟ ଘଟଣା ।ରାତିରେ ଘରେ ଶୋଇଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କାମାକ୍ଷାନଗର-ପାରିବାରିକ କଳହରୁ ସ୍ୱାମୀର ଉନ୍ମୁକ୍ତ କାଣ୍ଡ। ଠେଙ୍ଗା ରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ |ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ…

ଆଜି ପବିତ୍ର ମହାଶିବରାତ୍ରି

ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଗହଳି ଚହଳି ଦେଖିବାକୁ ମିଳିଛି। ପ୍ରସିଦ୍ଧ ଶୈବ ପୀଠ ମଧ୍ୟ ରେ ଚକାପାଦ, ଜଳେଶପଟ୍ଟା ରହିଥିବା ବେଳେ କ. ନୂଆଗାଁ ରାମେଶ୍ବର…

ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍

କଟକ-ପାରାଦ୍ୱୀପ ରାସ୍ତାର ତିର୍ତ୍ତୋଲ ବାଲିପାଟଣା ବଜାର ନିକଟରେ ଏକ ଚଳନ୍ତା କାର୍ ହଠାତ୍ ହୁ ହୁ ହୋଇ,ଜଳି ପାଉଁଶ ହୋଇଯାଇଥିଲା । ସୁଚନାନୂଯାୟୀ କଟକରୁ ପାରାଦ୍ୱୀପ ଅଭିମୁଖେ…

ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ପ୍ରଣବ

ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ପ୍ରଣବ। ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗରେ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବୋଧନ କରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ…

ବିବାଦ ପରେ ଇସ୍ତଫା ଦେଲେ ଚେତନ ଶର୍ମା

ନୂଆଦିଲ୍ଲୀ: ବିବାଦ ପରେ ପଦ ଛାଡ଼ିଲେ ଚେତନ ଶର୍ମା । ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏକ ଷ୍ଟିଙ୍ଗ୍ ଅପରେସନ୍ ପରେ ତାଙ୍କ…

ନେପାଳ ବିମାନ ଦୁର୍ଘଟଣାରେ ମାନବୀୟ ତ୍ରୁଟି

ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟାତି ଏୟାରଲାଇନ୍ସ । ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଜାନୁୟାରୀ ୧୫ରେ…

ମାଗଣା ଚାଉଳ ବଣ୍ଟନକୁ ନେଇ ବିଜେଡ଼ିର ଧାରଣା

ବେଲଗୁଣ୍ଠା : ଗରୀବ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ଏହାକୁ ଘୋର ବିରୋଧ କରିଛି ବେଲଗୁଣ୍ଠା ବିଜେଡି  । ଏନେଇ …

ଅଳ୍ପକେ ବର୍ତ୍ତିଲା ଜୀବନ

୍ଣବøଦ୍ଧ:  ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଏକ ତୀର୍ଥ ଯାତ୍ରୀ କାର ହେଲା ଦୁର୍ଘଟଣା ଗସ୍ତ । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀ …

ଦର୍ଶନା ଯାରଦୋଷଙ୍କ କାକଟପୁର ଗସ୍ତ

କାକଟପୁର : ପୁରୀ ଜିଲ୍ଲା କାକଟପୁର ଗସ୍ତ କରିଛନ୍ତି କେନ୍ଦ୍ର ରାଷ୍ଟ୍ରୀୟ ରେଳ ମନ୍ତ୍ରୀ ଦର୍ଶନା ଯାରଦୋଷ  । ମା ମଙ୍ଗଳା ମନ୍ଦିର ପରିଦର୍ଶନ କରିବା ପାଇଁ…