ବରଗଡ଼

ମୁହାଁ ମୁହିଁ ହେବେ ବର୍ଷା-ପ୍ରଦୀପ !

ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲା । ବରଗଡ ଜିଲ୍ଲାର ପଦ୍ମପୁର ହେଉଛି ପ୍ରମୁଖ ନିର୍ବାଚନ ମଣ୍ଡଳୀ । କିଛିମାସ ତଳେ ଉପନିର୍ବାଚନରେ ବିଜେଡି ସେଠାରେ ତାର ଦବଦବା…