ବୌଦ୍ଧ

ଗାଡ଼ି ଯାଞ୍ଚ ବେଳେ ଫେକ ନମ୍ବର ଥିବା କାର ଜବତ, ଜଣେ ଗିରଫ

Boudh: ବୌଦ୍ଧ ଜିଲ୍ଲl ଘଣ୍ଟାପଡ଼ା ଥାନା ଅଧିକାରୀ ଗଣନାଥ ଥନାପତିଙ୍କ ନିର୍ଦ୍ଦେଶରେ ମନମୁଣ୍ଡା – ସିନ୍ଧିଗୋରା ୪୧ନଂ.ରାଜ୍ୟ ରାଜପଥର ଘଣ୍ଟାପଡ଼ାର ମଙ୍ଗଳା ଛକରେ ଚାଲିଥିବା ମଟର ଗାଡି…

ଗଞେଇ ବେପାରୀଙ୍କ ନୂଆଁ ଫଣ୍ଡା l ୭ବାଇକ୍ ଜବତ୍ ୬୦ କେଜି ଗଞ୍ଜେଇ ଜବତ l

ବୌଦ୍ଧ: ଜିଲ୍ଲାରେ ଯେତିକି ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଛି ଏହାକୁ ଚାଲାଣ କରିବା ପାଇଁ ମାଫିଆ ମାନେ ସେତିକି ନୂଆଁ ନୂଆଁ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ…

ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ଉଦ୍ଧାର l

ବୌଦ୍ଧ: ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ମୃତକ ଜଣକ ପୁରୁଣାକଟକ ଥାନା ଚାରିଛକର ରିତିକା ପାତ୍ର । ଚାରିଛକ ସ୍ଥିତ ଘରୁ ମୃତଦେହ ଉଦ୍ଧାର…

ଶିକ୍ଷା ବିଭାଗ ର ଧୀର ପାଣି ପଥର କlଟେ ନୀତି l

Boudh: ଜାଲ ସାର୍ଟଫିକେଟ ଦେଈ ଚାକିରୀ କରିବା କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ମଧ୍ୟ ପଛରେ ପଡ଼ିନାହିଁ l ଏହି ଚେର ଏବେ ସାରା ରାଜ୍ୟକୁ ଲମ୍ବିଛି l…

ତେଲନଦୀରୁ ହେଉଛି ବାଲି ଚୋରା ଚାଲାଣ , ନିଦା ବିଷ୍ଣୁ ସାଜିଛି ରାଜସ୍ବ ବିଭାଗ l

Boudh: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦୀର୍ଘ ୬୦ କିମି ଦେଇ ତେଲନଦୀ ପ୍ରବାହିତ ହେଉଛି ।ତେଲନଦୀ ଏହି ବ୍ଲକର ଏକ ଜୀବନରେଖା ସଦୃଶ ।ହେଲେ ଗତ…

ଦଣ୍ଡୁଆଧାରୀ ର ଭlଣ୍ଡୁଆମୀ କାମ l

Boudh: ଦଣ୍ଡୁଆଧାରୀ ଙ୍କୁ ଅନେକ ନିୟମ ନିଷ୍ଟl ଓ ଭକ୍ତି ଭାବ ନେଇ ଝାମୁ ଯାତ୍ରା କୁ ଯିବାକୁ ପଡିଥାଏ l l ହେଲେ ସବୁ ନିୟମକୁ…

ଗଞ୍ଜେଇ ସହ ଦେଶୀ ବନ୍ଧୁକ ଓ ମୋବାଇଲ ଜବତ

ବୌଦ୍ଧ ବୌଦ୍ଧ ଜିଲ୍ଲାରେ ଥମିବାର ନାଁ ନେଉନି ଗଞ୍ଜେଇ ଚାଲାଣ। ମନମୁଣ୍ଡା ପୋଲିସ ହାତରେ ଧରା ପଡିଲେ ଆଉ ଏକ ବଡ ଧରଣର ଗଞ୍ଜେଇ ଚାଲାଣ ।ସେମାନଙ୍କୁ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି

ବୌଦ୍ଧ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ରାଜୀବ ଭବନ ପରିସରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଓ ସମାଧାନ…

ଅଳ୍ପକେ ବର୍ତ୍ତିଲା ଜୀବନ

୍ଣବøଦ୍ଧ:  ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଏକ ତୀର୍ଥ ଯାତ୍ରୀ କାର ହେଲା ଦୁର୍ଘଟଣା ଗସ୍ତ । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀ …

କାଜୁଚାଷ ପ୍ରଶିକ୍ଷଣ ଶିବିର

ବୌଦ୍ଧ : ବୌଦ୍ଧ ଜିଲ୍ଲା ପାଲଝାର ସ୍ଥିତ  ରାଷ୍ଟ୍ରୀୟ କୃଷି ଉଦ୍ୟାନ ଗବେଷଣା ପ୍ରତିଷ୍ଠାନ ପ୍ରେଖ୍ୟାଳୟରେ ଉନ୍ନତ ପ୍ରଣାଳୀରେ କାଜୁ ଚାଷ ସଂମନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର…