ଅପରାଧ

ରାଜଧାନୀରେ ଏନ୍‌କାଉଣ୍ଟର

ନୂଆବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଏନ୍‌କାଉଣ୍ଟରକୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ପୋଲିସର ଏନ୍‌କାଉଣ୍ଟରରଘୁର ବାମ ଗୋଡ଼ରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରରଘୁ ନିକଟରୁ ବନ୍ଧୁକ…

ହୋର୍ଡିଂ ଲଗାଇ ଫାଇନ ଭରିଲା ବିମଲ କମ୍ପାନୀ

ଜୋରିମାନା ଭରିଲା ବିମଲ ପାନ ମସଲା କମ୍ପାନୀ । ନିଜର ପ୍ରସାର ପାଇଁ ରାସ୍ତା ଉପରେ ବିଜ୍ଞାପନ ଲଗାଇଥିଲା । ଭୁବନେଶ୍ୱର ମହାନଗର ନିଗମ ଏହି ଜୋରିମାନା…

ବୁଖାରୀକୁ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମ ବ୍ରାଞ୍ଚ

କାଶ୍ମୀର ଆତଙ୍କବାଦୀର ଖୋଲୁଛି ଗୁମର । ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀଏସଟିଫ୍ କାର୍ଯ୍ୟାଳୟରେ ହାଜର ହୋଇଛି । ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା…

ଦେହରେ ସେଲୋଟେପ ଲଗାଇ ଗଞ୍ଜେଇ ଚାଲାଣ

ରାଜ୍ୟରେ ବଢୁଛି ଗଞ୍ଜେଇ ବେପାର । ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ପୋଷାକ ଭିତରେ ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରାଯାଉଥିଲା…

କଳାଟଙ୍କା ପରେ ଏବେ ସୁନା ଖୋଜା

ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ…

ଲୋକସଭାରେ ୨ ଅଜ୍ଞାନ ଯୁବକଙ୍କ ଆତଙ୍କ

ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ଲୋକସଭା ଦର୍ଶକ ଗ୍ୟାଲେରୀର ୁ ୨ଜଣ ଯୁବକ ସଂସଦ ଭିତରେ ଆତଙ୍କ ଖେଳାଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ…

ଜେଲରୁ ବାହାରି ପରୀକ୍ଷା ଦେଲେ ଅର୍ଚ୍ଚନା

ଝାରପଡା ଜେଲରୁ ବାହାରି ଆଇନ ପରୀକ୍ଷ ଦେବାକୁ ଯାଇଛନ୍ତି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ଆଜି ସକାଳୁ ସେ ଜେଲରୁ ରିଲିଜ୍ ହେବା ପରେ ତାଙ୍କସ୍ୱାମୀ…

ଜେଲରୁ ମୁକୁଳିଲେ ହନିଟ୍ରାପ କୁଇନି ଅର୍ଚ୍ଚନା ନାଗ

ଜେଲରୁ ମୁକୁଳିଲେ ହନିଟ୍ରାପ କୁଇନି ଅର୍ଚ୍ଚନା ନାଗ । ୧୪ ମାସ ପରେ ଜେଲରୁ ବାହାରିଛନ୍ତି । ଓଡିଶା ହାଇକୋର୍ଟ ପକ୍ଷରୁ ଜାମିନ ପରେ ସେ ଜେଲରୁ…

ମଦ ପରେ ଏବେ ବେନାମୀ ଜମି ପଟ୍ଟା ଜବତ

ମଦ ବ୍ୟବସାୟୀ ଧିରଜ ସାହୁଙ୍କର ଅମାପ ଟଙ୍କା ପରେ ଏବେ ତାଙ୍କର ସମ୍ପତ୍ତିକୁ ଖୋଳତାଡ କରୁଛି ଆୟକର ବିଭାଗ । ସୂଚନାନୁସାରେ, ବିଭିନ୍ନ ସ୍ଥାନରେ ରେଡ୍ ପରେ…

କଳାଟଙ୍କାକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

The Union Minister for Petroleum & Natural Gas and Steel, Shri Dharmendra Pradhan holding a press conference on Cabinet Decisions,…