ଗୁଜୁରାଟ

ଗୁଜୁରାଟରେ ବଜ୍ରପାତରେ ଚାଲିଗଲା 14 ଜୀବନ

ଆରମ୍ଭ ହୋଇଗଲାଣି ଶୀତ ଋତୁ । କିନ୍ତୁ ଶୀତ ଋତୁରେ ଅଦିନିଆ ବର୍ଷା ଲୋକଙ୍କୁ ଭୟଭୀତ କରାଉଛି । ଗୁଜୁରାଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।…