ଖବର

ପିକ୍ଆପ ଗାଡ଼ି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଚନ୍ଦ୍ରଗିରି ଫାଣ୍ଡି ଠାରୁ ମାତ୍ର ୧କିମି ଦୂର ଜାତୀୟ ରାଜପଥ ୩୨୬ ବୁଲାଣିରେ ଏକ ପିକ୍‌ ଅପ୍ ଗାଡ଼ି ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ…

ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ରହିଛି । ବର୍ତ୍ତମାନ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଉଥିବା ଜଳ ସବୁ…

ଚୁଆଁ ପାଣି ନେଲା ସାଢେ଼ ତିନି ବର୍ଷ ଶିଶୁ ର ଜୀବନ

ଗାଡି ଚଳାଇବା ସମୟରେ ସୁରକ୍ଷା ପାଇଁ ହେଲମେଟ ପିନ୍ଧିବା ନିତାନ୍ତ ଜରୁରୀ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ନିୟମ ମାନୁ ନାହାନ୍ତି ।…

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ,ଇଭି ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ

ଗାଡି ଚଳାଇବା ସମୟରେ ସୁରକ୍ଷା ପାଇଁ ହେଲମେଟ ପିନ୍ଧିବା ନିତାନ୍ତ ଜରୁରୀ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ନିୟମ ମାନୁ ନାହାନ୍ତି ।…

ବିବାହ ବନ୍ଧନ ରେ ବାନ୍ଧି ହେବେ ରାଘବ ଓ ପରିଣୀତି

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ରାଜସ୍ଥାନର ଉଦୟପୁର ଲୀଲା ପ୍ୟାଲେସରେ ତାଙ୍କ…

୧୪ଜଣ ଆଙ୍କରଙ୍କ ସୋକୁ ବନ୍ଦ କରିବ ଇଣ୍ଡିଆ ମେଣ୍ଟ

ବିରୋଧି ଇଣ୍ଡିଆ ମେଣ୍ଟ ଧର୍ମ କୁ ବିରୋଧ କରିବା ପରେ ଏବେ ଆଙ୍କର ସୋକୁ ବନ୍ଦ କରିବାକୁ ଯାଉଛି । ସୂଚନାନୁସାରେ, ୧୪ଟି ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ…

ଫାଇନାଲରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ

ଚଳିତ ଏସିଆ କପ୍‌ର ଫାଇନଲରେ ମୁହାଁମୁହୁଁ ହେବେ ଭାରତ-ଶ୍ରୀଲଙ୍କା । ରବିବାର ଅପରାହ୍ନ୩ଟାରେ କଲମ୍ବୋର ଆର୍ ପ୍ରେମଦାସୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଟିତ ହେବ । ଗୁରୁବାର…

ମହାସ୍ନାନ କରିବେ ମହାପ୍ରଭୁ

ବାସନ୍ଦ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଥିଲା ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା…

ନିର୍ବାଚନ ଲଢିବେନି ଦାଗୀ ସାଂସଦ

ଗୁରୁବାର ଓଡିଶା ସମେତ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଦାଗୀ ବିଧାୟକଙ୍କ ବିଚାର ଚାଲିଛି । ବିଚାରଧିକ ଥିବା ଅପରାଧିକ ମାମଲାରେ ଓଡିଶା ଦେଶର ୪ର୍ଥ…

ଆସିଲା ବେଆଇନ ଜମି ହଡପ ର ସତ୍ୟାସତ୍ୟ ପ୍ରମାଣ

କିଛିଦିନ ତଳେ ଭୁବନେଶ୍ୱର ଡେରାସରେ ତ୍ରିବେଣୀ ଆର୍ଥ ମୁଭସର ବେଆଇନ ଭାବେ ଶହ ଶହ ଏକର ଜମି ଜବରଦଖଲ ଅଭିଯୋଗ ଆଣିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।…