ଖବର

ସାରା ଓଡିଶାରେ ଲାଗି ରହିଛି ବର୍ଷା

ବଙ୍ଗୋପସାଗର କେନ୍ଦ୍ରୀୟ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୩ଦିନ ମଧ୍ୟରେ…

ପ୍ରବଳ ବର୍ଷା ଲାଗି ବଲାଙ୍ଗୀର ର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ରାଜ୍ୟରେ ପ୍ରବଳ ବର୍ଷା ପାଇଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ସମସ୍ତ ଅଙ୍ଗନୱାଡି କୁ ଛୁଟି ଘୋଷଣା କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ଲଘୁଚାପ…

ଉତ୍ତର କୋରିଆ ଗସ୍ତ କରିବେ ରୁଷୀୟ ରାଷ୍ଟ୍ରପତି ପୁଟିନ

ତାନଶାହ ରାଜା ବା ଉତ୍ତର କୋରିଆର କିମ୍ ଜୋଙ୍ଗ ଉନ୍‌ଙ୍କ ନିମନ୍ତ୍ରଣକୁ ରକ୍ଷା କରିଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ‘କେସିଏନ୍‌ଏ’ ନାମକ ଗଣମାଧ୍ୟମ ଜରିଆରେ…

ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ଲିବ୍ୟା

ଗତ କିଛି ଦିନ ତଳେ ଲିବ୍ୟାରେ ଦେଖିବାକୁ ମିିଳିଥିଲା ବନ୍ୟା,ବାତ୍ୟର ବିପାତ । ଏହି ଭୟଙ୍କର ପ୍ରଳୟଙ୍କାରୀ ବନ୍ୟା ପ୍ରଭାବରୁ ମୃତ୍ୟୁସଂଖ୍ୟା ୬ହଜାର ଟପିଲାଣି । ଏଯାବତ…

ଆତଙ୍କବାଦୀଙ୍କ ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡ୍ରୋନ

ଜାମ୍ମୁରେ ଆତଙ୍କବାଦୀ ଙ୍କ ଉପରେ ନଜର ରଖିବା ପାଇଁ କାମ କରିବ ଡ୍ରୋନ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ସଂଯୁକ୍ତ ହୋଇଛି । ସୁରକ୍ଷାକର୍ମୀ ମାନେ…

ନୂଆ ସଂସଦରେ ଉଡିବ ତ୍ରିରଙ୍ଗା ପତାକା

ସେପ୍ଟେମ୍ବର ୧୭ ତାରିଖରେ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉଡାଯିବ । ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ…

ଦିନିକିଆରେ ୧୦ହଜାର ରନ୍ କ୍ଲବ୍‌ରେ ରୋହିତ ଶର୍ମା

ଆନ୍ତର୍ଜାତିକ ଦିନିକିଆରେ ୧୦ହଜାର ରନ୍ କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ ରୋହିତ ଶର୍ମା । ଶ୍ରୀଲଙ୍କା ବିପକ୍ଷ ଏସିଆ କପ ସୁପର-୪ ମ୍ୟାଚ୍‌ରେ ରୋହିତ ୨୩ ରନ୍ କରିବା…

‘ଡ୍ରାଗନ ଗାର୍ଲ’ ଅମ୍ବର ଲ୍ୟୁକ

ବିଭିନ୍ନ ଲୋକଙ୍କର ରହିଛି ଭିନ୍ନ ଭିନ୍ନ ନିଶା, କିଏ ଖାଇବାକୁ ଭଲ ପାଏ ତ ଆଉ କିଏ ପୋଷାକ ପିନ୍ଧିବାକୁ ଭଲପାଏ । କିନ୍ତୁ ଏପରି କିଛି…

ସାଥୀ ମାନଙ୍କ ଜୀବନ ବଞ୍ଚାଇ ନିଜେ ସହୀଦ ହୋଇଗଲା କୁକୁର ”କେଣ୍ଟ”

ଜାମ୍ମୁକାଶ୍ମୀର ରଜୋରୀ ଜିଲ୍ଲା ର ନରଲା ଗାଁ ରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଖବର ମିଳିବା ପରେ ଜାମ୍ମୁ ପୋଲିସ ସର୍ଚ୍ଚ…

ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଲଗାତାର ୬ବର୍ଷ ହେଲା ବିଭିନ୍ନ ବିଶ୍ୱବିଦ୍ୟାଳୟଓ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରୁଛନ୍ତି ରାଜ୍ୟ ସରକାର । ଆଗକୁ ସାଧରଣ ନିର୍ବାଚନ ଥିବାରୁ ଛାତ୍ର ସଂସଦ ନିର୍ବାଚନ…