ଖବର

ତାତିରୁ ମିଳିବ ସାମାନ୍ୟ ତ୍ରାହି

କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଖରାଦିନ ଆରମ୍ଭରୁ ତାତି ଅସ୍ତବ୍ୟସ୍ତ କରାଇଲାଣି । ଏହି ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି…

ଜବତ ହେଲେ 351ଟି ବିରଳ କଇଁଛ

ଚାଲାଣ ବେଳେ ଜବତ ହେଲେ 351ଟି ବିରଳ କଇଁଛ । କଟକର ମଙ୍ଗୁଳି ଟୋଲ ପ୍ଲାଜା ନିକଟରୁ ବିରଳ କଇଁଛ ଗୁଡିକୁ ଜବତ କରାଯାଇଛି । ଏକ…

ବୃଦ୍ଧି ହେଲା କମର୍ସିଆଲ ଗ୍ୟାସ ଦର

ମହଙ୍ଗା ହେଲା ଏଲପିଜି କମର୍ସିଆଲ ସିଲିଣ୍ଡର ଦର । ଆଜିଠାରୁ ଦିଲ୍ଲୀରେ 25 ଟଙ୍କା ଏବଂ ମୁମ୍ୱାଇରେ 26 ଟଙ୍କା ବଢିଛି ସିଲିଣ୍ଡର ଦର । କେବଳ…

ସତ୍ୟବାଦୀରୁ ଲଢିବେ ସଞ୍ଜୟ ଦାସ ବର୍ମା !

ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସତ୍ୟବଦୀରୁ ନିର୍ବାଚନ ଲଢିବେ ସଞ୍ଜୟ ଦାସବର୍ମା ଏବଂ ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଲଢିବେ । ନବୀନ ନିବାସରେ ଏପରି…

୧୦୦ ଟଙ୍କାରେ ଭଲ ହେବ କ୍ୟାନସର

ଆଜିକାଲିର ଏକ ସାଧାରଣ ରୋଗ ହେଉଛି କ୍ୟାନସର ବା କର୍କଟ । ପ୍ରତ୍ୟେକ ଦିନ ଏହି ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଯାଉଛି । ଏପରିକି…

ଆସୁଛି ଓଡିଆ ଚଳଚ୍ଚିତ୍ର ତ୍ରିକନ୍ୟା

ଆସୁଛି ଓଡିଆ ଚଳଚ୍ଚିତ୍ର ତ୍ରିକନ୍ୟା । ଆସନ୍ତା ମାର୍ଚ୍ଚ 8 ତାରିଖରେ ମହିଳା ଦିବସରେ ମୁକ୍ତିଲାଭ କରିବ ଏହି ଓଲିଉଡ ଚଳଚ୍ଚିତ୍ର । ତିନି ଜଣ ମହିଳାଙ୍କ…

ଖୁବଶୀଘ୍ର ହେବ ଇଭି ରେଜିଷ୍ଟ୍ରେସନ

ଖୁବଶୀଘ୍ର 6 ପ୍ରତିଶତ ଥିବା ଇଲେକ୍ଟ୍ରି ଗାଡି 25 ପ୍ରତିଶତ ରେଜିଷ୍ଟ୍ରେସନ ହେବ । ଇଭି ପାଇଁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ରାସ୍ତାରେ…

 ବଜାରରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ

ରାଜ୍ୟରେ ବା ରାଜ୍ୟ ବାହାରେ ଗଞ୍ଜେଇ ଚୋରା ଚାଲାଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପାନ ଦୋକାନରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ । ପୋଲିସ…

ଆସୁଛି ଏଲନ ମସ୍କଙ୍କ ‘ଏକ୍ସମେଲ’

ଖୁବଶୀଘ୍ର ଆସିବାକୁ ଯାଉଛି ଜିମେଲ୍ ର ପ୍ରତିଦ୍ୱନ୍ଦୀ । ଇମେଲ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ବିଶ୍ୱର ଅରବପତି ଏଲନ ମସ୍କ । ମସ୍କ ଗୁଗଲର ଇମେଲ୍…

ପ୍ରସାଦରେ ମିଳୁଛି ମଟନ୍ ବିରିୟାନୀ

ସାଧାରଣତଃ ମନ୍ଦିରର ପ୍ରସାଦ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଓଷା ବ୍ରତ ହେଲେ ନିରାମିଷ ଖାଦ୍ୟ ପାଇଁ ଆମେ ମନ୍ଦିର ଚାଲିଯାଉ । ହେଲେ ଏମିତି…